Browsing Tag

features and specification

ନୂଆ ଷ୍ଟାଇଲରେ ଆସିବ ନ୍ୟୁ ଜେନେରେସନ Maruti Suzuki Dzire, ଜାଣନ୍ତୁ ଫିଚର୍ସ

ଥାର୍ଡ଼ ଜେନେରେସନ Maruti Dzireର ପ୍ରାୟ ସାତ ବର୍ଷ ଧରି ମାର୍କେଟରେ ରହିଛି ଏବଂ ଚଳିତ ବର୍ଷ ଶେଷରେ ମାର୍କେଟରେ ନୂଆ ସ୍ଵିଫ୍ଟ ଉପରେ ଆଧାରିତ ଏକ ନ୍ୟୁ ଜେନେରେସନ ମଡେଲ ଲଞ୍ଚ ହେବାକୁ ଯାଉଛି ଯାହା ଆସନ୍ତା ମାସରେ ଭାରତରେ ଲଞ୍ଚ ହେବ । ଏହି କମ୍ପାକ୍ଟ ସେଡାନରେ ବଡ ଷ୍ଟାଇଲିଂ ଅପଡେଟ୍, କିଛି…

ଏପ୍ରିଲ୍ ୨୪ରେ ଲଞ୍ଚ ହେବ Realme Narzo 70x, ଜାଣନ୍ତୁ ଏହାର ଫିଚର୍ସ ଏବଂ ଦାମ

ଭାରତୀୟ ସ୍ମାର୍ଟଫୋନ୍ ବଜାରରେ ରିୟଲମିର ଭଲ ସ୍ଥାନ ରହିଛି । ବଜେଟ୍ ଏବଂ ମିଡରେଞ୍ଜ୍ ସେଗମେଣ୍ଟରେ ରିୟଲମି ସ୍ମାର୍ଟଫୋନ୍ ଗୁଡିକ ବହୁତ ପସନ୍ଦ କରାଯାଏ । ଗତ ଏକ ବର୍ଷ ମଧ୍ୟରେ ରିଅଲମି ଏହି ଦୁଇଟି ସେଗମେଣ୍ଟରେ ଅନେକ ଦମଦାର ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଯଦି ଆପଣ ରିୟଲମିର ଜଣେ ଫ୍ୟାନ…

୧୪ ହଜାର ଟଙ୍କା କମରେ ମିଳୁଛି Samsung Galaxy Z Flip5 5G, ମିଳିବ ଏହି ସବୁ ଧମାକାଦାର ଫିଚର୍ସ

ଟେକ୍ କମ୍ପାନୀ ସାମସଙ୍ଗ ଏହାର ଫୋଲଡେବଲ୍ ଫୋନ୍ Samsung Galaxy Z Flip5 5G ଉପରେ ଏକ ବଡ ଡିସକାଉଣ୍ଟ ଦେଇଛି । ଏବେ ଏହି ଫୋନରେ ଇନଷ୍ଟାଣ୍ଟ ୧୪ ହଜାର ଟଙ୍କା ଡିସକାଉଣ୍ଟ ମିଳୁଛି, ଯାହା ଆପଣ ସାମସଙ୍ଗର ଅଫିସିଆଲ୍ ୱେବସାଇଟ୍ ସାମସଙ୍ଗ ଷ୍ଟୋର୍ ଏବଂ ଆମାଜନରୁ କିଣିପାରିବେ । ଏହି ଫୋନରେ,…

୪ଟି କଲର ଭାରିଆଣ୍ଟରେ ମିଳିବ Google Pixel 8a, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଗୁଗୁଲର ସ୍ମାର୍ଟଫୋନ୍ ଏହାର ଦମଦାର ଫିଚର୍ସ ତଥା ପ୍ରିମିୟମ୍ କ୍ୱାଲିଟି ପାଇଁ ବେଶ ଜଣାଶୁଣା । ଫଟୋଗ୍ରାଫି ଲଭର୍ସଙ୍କ ମଧ୍ୟରେ ଗୁଗୁଲ ପିକ୍ସେଲ ସ୍ମାର୍ଟଫୋନ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଯଦି ଆପଣ ଏକ ନୂଆ ଗୁଗୁଲ୍ ପିକ୍ସେଲ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ…

ଲଞ୍ଚ ହେବାକୁ ଯାଉଛି iQOO Neo 9 Pro, ଜାଣନ୍ତୁ ଏହାର ଫିଚର୍ସ ଏବେ ଦାମ୍

iQOO Neo 9 Pro ନିକଟରେ ଭାରତରେ ଲଞ୍ଚ କରାଯାଇଥିଲା, କିନ୍ତୁ ଏହି ଫୋନର ବେସ ଭରିଆଣ୍ଟକୁ ସେଲ ପାଇଁ ଉପଲବ୍ଧ କରାଯାଇ ନଥିଲା । ବର୍ତ୍ତମାନ କମ୍ପାନୀ ଏହି ଫୋନର ବେସ୍ ଭାରିଆଣ୍ଟ ସେଲ ପାଇଁ ଲଞ୍ଚ କରିଛି, ଯାହା ୮ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ୍ ସହିତ ଆସିଥାଏ । ଆଜି ଆମେ ଆପଣଙ୍କୁ…

ସେପ୍ଟେମ୍ବର ୧୦ରେ ବଜାରକୁ ଆସିବ JioPhone Next ଫୋନ, ଦାମ୍ ମାତ୍ର ୩,୪୯୯ !

JioPhone Nextର ଲଞ୍ଚକୁ ନେଇ ବହୁ ଦିନର ଅପେକ୍ଷା କରିଥିଲେ ୟୁଜର୍ସ। ଏବେ ୟୁଜର୍ସଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। JioPhone Next ଫୋନ ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ଲଞ୍ଚ ହେବାକୁ ଯାଉଛି। ଯାହାର ଘୋଷଣା ଜୁନ୍ ମାସରେ ୪୪ତମ ରିଲାଏନ୍ସ AGMରେ କରାଯାଇଥିଲା । AGMରେ କମ୍ପାନୀ ଫୋନର…

୬୦୦୦mAh ବ୍ଯାଟେରୀ ସହିତ ଲଞ୍ଚ୍ ହେଲା ଏହି ବଜେଟ୍ ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଏବଂ ଦାମ୍

ସ୍ମାର୍ଟଫୋନ୍ ନିର୍ମାଣକାରୀ କମ୍ପାନୀ ଟେକ୍ନୋ ପୋଭା (Tecno Pova) ଭାରତରେ ୬୦୦୦ mAh ବ୍ଯାଟେରୀ ସହିତ ବଜେଟ ରେଞ୍ଜରେ ଲଞ୍ଚ୍ କରିଛି ନୂଆ ଫୋନ। ଏହି ଫୋନ୍‌କୁ ସାଧାରଣ ଲୋକେ ସହଜରେ କିଣିପାରିବେ । କମ୍ପାନୀ ଏହି ଫୋନକୁ ୪ ଜିବି ରାମ୍ ଏବଂ ୬ ଜିବି ରାମ୍ ଭାରିଅଣ୍ଟରେ ଲଞ୍ଚ କରିଛି। ୪…

NOKIA ଆଣିଲା ସବୁଠାରୁ ବେଷ୍ଟ ସ୍ମାର୍ଟଫୋନ Nokia 8.3 5G, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ନୋକିଆ ବ୍ରାଣ୍ଡର ପ୍ରଥମ ବେଷ୍ଟ କ୍ୟାମେରା ଫୋନ୍ ଲୁମିଆ ୧୦୨୦ ସାତ ବର୍ଷ ପୂର୍ବରୁ ଆସିଥିଲା । ଏବେ ନୋକିଆ ୮.୩ରେ ୬୪ ମେଗାପିକ୍ସେଲ କ୍ୱାଡ କ୍ୟାମେରା ସେଟଅପ୍ ଅଛି ଯାହାକି ଜିସ ଅପ୍ଟିକ୍ସ ସହିତ ଆସୁଛି। ନୋକିଆ ୮.୩ରେ 5G କମ୍ ଲାଇଟ ଏକ ଭଲ କ୍ୟାମେରା ଫୋନ୍ ରହିଛି। ଅତ୍ୟାଧୁନିକ ନୋକିଆ ଫୋନ୍…