ଉତ୍ତରାଞ୍ଚଳ ପୋଲିସର ଫିଡବ୍ୟାକ କଲେକ୍ସନ, ଅଭିଯୋଗକାରୀଙ୍କ ଘରକୁ ଯାଇ ଥାନାର ପଚାରିଲେ ଅନୁଭବ
ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟ ସରକାରଙ୍କ ମୋ ସରକାର କାର୍ୟ୍ୟକ୍ରମ ନେଇ ଉତ୍ତରାଞ୍ଚଳ ପୋଲିସର ଫିଡବ୍ୟାକ କଲେକ୍ସନ। ଅଭିଯୋଗକାରୀଙ୍କ ଘରକୁ ଯାଇ ଥାନାରେ ସେମାନଙ୍କ ଅନୁଭବ ସଂପର୍କରେ ପଚାରି ବୁଝିଛନ୍ତି। ଦୀପାବଳି ଅବସରରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ସହ ସମ୍ବଲପୁର,…