କିଟ୍ କିସ୍ ପକ୍ଷରୁ ମେୟର ଓ ଡେପୁଟି ମେୟରଙ୍କୁ କରାଗଲା ସମ୍ବର୍ଦ୍ଧିତ
ଭୁବନେଶ୍ବର(କେନ୍ୟୁଜ୍): କିଟ୍ ଓ କିସ୍ ପକ୍ଷରୁ ଭୁବନେଶ୍ୱର ଓ କଟକ ମହାନଗର ନିଗମର ନବ ନିର୍ବାଚିତ ଦୁଇ ମେୟର ଓ ଦୁଇ ଡେପୁଟି ମେୟର ସମ୍ବର୍ଦ୍ଧିତ । ସିଏମ୍ସି ମେୟର ସୁବାସ ସିଂ, ବିଏମ୍ସି ମେୟର ସୁଲୋଚନା ଦାସ, ସିଏମ୍ସି ଡେପୁଟି ମେୟର ଦମୟନ୍ତୀ ମାଝୀ ଓ ଭୁବନେଶ୍ୱର ଡେପୁଟି ମେୟର…