Browsing Tag

fell into the River

ଭାରସାମ୍ୟ ହରାଇ ଲୁଣାନଦୀ ଭିତରକୁ ଖସିଲା ଜେସିବି, ପହଁରି ପହଁରି ଜୀବନ ରକ୍ଷା କଲେ ଅପରେଟର

ମହାକାଳପଡା: ଯାଉ ଯାଉ ଅଳ୍ପକେ ବର୍ତ୍ତିଗଲା ଜୀବନ। ଏଭଳି ଏକ ଅଘଟଣ ଘଟିଛି କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକରେ । ସୂଚନା ଅନୁଯାୟୀ ମହାକାଳପଡା ବଡକୂଳ ଅନ୍ତର୍ଗତ ଲୁଣାନଦୀ ଭିତରକୁ ଭାରସାମ୍ୟ ହରାଇ ଏକ ଜେସିବି ମେସିନ୍ ହଠାତ୍ ଖସିପଡିଥିଲା‌ । ଯାହାଫଳରେ ଅପରେଟର ମଧ୍ଯ ଜେସିବି ସହିତ ନଦୀ…