Browsing Tag

female constable returned money

ମହାନତା ଦେଖାଇଲେ ମହିଳା କନେଷ୍ଟବଳ, ରାସ୍ତାରୁ ପାଇଥିବା ୨୦ ହଜାର ଟଙ୍କା ଫେରାଇଦେଲେ

ଭୁବନେଶ୍ବର: ରାସ୍ତାରୁ ପାଇଥିବା ୨୦ ହଜାର ଟଙ୍କା ଫେରାଇ ପ୍ରଶଂସାର ପାତ୍ର ହୋଇଛନ୍ତି ମହିଳା ଥାନାରେ ଜଣେ କାର୍ଯ୍ୟରତ ମହିଳା କନେଷ୍ଟବଳ। ମହିଳା କନେଷ୍ଟବଳ ଜଣଙ୍କ ହେଉଛନ୍ତି ଭାନୁମତି ମଲ୍ଲିକ। ଗତକାଲି ଏକ ନମ୍ବର ହାଟ ନିକଟରୁ ସେ ଏହି ଟଙ୍କା ଥିବା ପର୍ସଟି ପାଇଥି‌ଲେ। ସେଥିରେ ଏଟିଏମ୍‌ ଓ…