ମହଙ୍ଗା ପଡ଼ିଲା ମହିଳା ସହକର୍ମୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା, ଅଫିସ ଭିତରେ ହିଁ ନିର୍ଦ୍ଧୁମ ଛେଚିଲେ କର୍ମଚାରୀ
ମହଙ୍ଗା ପଡ଼ିଲା ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା। ଅଫିସରେ ସବୁ ମହିଳା ମିଶି ଯୁବକଙ୍କୁ ଦେଲେ ପାନେ। ସବୁବେଳେ ଖରାପ ଭାଷା ବ୍ୟବହାର କରି ମହିଳାଙ୍କୁ ବେଇଜ୍ଜତ କରୁଥିବା ଜଣେ ଆଇଟି ସହାୟକଙ୍କୁ ଅଫିସରେ ହିଁ ପିଟିଲେ ମହିଳା। ଏଥିସହ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମଧ୍ୟ…