ନନ୍ଦନକାନନର ପିଛା ଛା଼ଡୁନି ବିପତ୍ତି, ମାସକ ମଧ୍ୟରେ ୪ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ଏକ ମାଈ ଜଳହସ୍ତୀର…
ଭୁବନେଶ୍ବର(କେନ୍ୟୁଜ୍): ନନ୍ଦନକାନନର ପିଛା ଛା଼ଡୁନି ବିପତ୍ତି। ମାସକ ମଧ୍ୟରେ ୪ଟି ହାତୀ ମୃତ୍ୟୁବରଣ କରିବା ପରେ ଆଜି ଏକ ମାଈ ଜଳହସ୍ତୀର ମୃତ୍ୟୁ ଘଟିଛି। ଅସୁସ୍ଥତା କାରଣରୁ ଜଳହସ୍ତୀର ମୃତ୍ୟୁ ଘଟିଥିବା ଚିଡିଆଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଗତ ୩୦ ତାରିଖରୁ ଜଳହସ୍ତୀ ଖାଇବା…