Browsing Tag

female journalist

ମହିଳା ସାମ୍ବାଦିକାଙ୍କୁ ଚାପୁଡ଼ା ମାରିବା ଅଭିଯୋଗ, ଆଜି ଥାନାରେ ହାଜର ହେଇପାରନ୍ତି ଟୁଟୁ ନାୟକ

ଭୁବନେଶ୍ୱର (କେନ୍ୟୁଜ): କାର୍ଯ୍ୟରତ ମହିଳା ସାମ୍ବାଦିକାଙ୍କୁ ଓଲିଉଡ୍ ପ୍ରଯୋଜକ ଟୁଟୁ ନାୟକ ଚାପୁଡ଼ା ମାରିବା ଅଭିଯୋଗରେ ତନାଘନା ତଦନ୍ତ କରୁଛି ଭୁବନେଶ୍ବର ଖାରବେଳନଗର ଥାନା ପୋଲିସ । ଆଜି ଥାନାରେ ହାଜର ହେଇ ପାରନ୍ତି ଟୁଟୁ ନାୟକ । ପୋଲିସ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବ ।…