ଖୁବ୍ ଜିଦିଆ ହୋଇଥାନ୍ତି ମାଈ ଅକ୍ଟୋପସ, ଶାରୀରିକ ସଂପର୍କ ପାଇଁ ଜବରଦସ୍ତ କଲେ ପିଙ୍ଗନ୍ତି ଟେକା ପଥର
ଦୁନିଆର ଯେକୌଣସି ଝିଅ ହେଉ ନାହଁ କାହିଁକି, ବିନା କାହାର ଅନୁମତିରେ ତାଙ୍କୁ ଛୁଇଁବା ଆଇନଗତ ଅପରାଧ। କିଏ ସେମାନଙ୍କୁ ବିନା ଇଚ୍ଛାରେ ଛୁଉଁ ସେମାନେ ପ୍ରତିଶୋଧ ପରାୟଣ ହୋଇଯାଆନ୍ତି। ଏକ ଅଧ୍ୟୟନ ମୁତାବକ, କେବଳ ମଣିଷ ନୁହେଁ, ବରଂ ଜୀବଜନ୍ତୁ ମଧ୍ୟ ବିନା ଅନୁମତିରେ ଛୁଇଁଲେ ପ୍ରତିକ୍ରିୟା…