ଓଡ଼ିଶାର ସର୍ବକନିଷ୍ଠ ମହିଳା ପାଇଲଟ ଅନୁଗୋଳର ଝିଅ ସମୀକ୍ଷା ସ୍ରୋତକୀର୍ତ୍ତି
ଅନୁଗୋଳ: ଛୋଟ ବେଳେ ବିମାନରେ ପ୍ରଥମ ଥର ଯାତ୍ରା କରିଥିଲେ । ସେତେବେଳେ ହିଁ ସ୍ଥିର କରିଥିଲେ ପାଇଲଟ ହେବେ । ଆଉ ଏବେ ସେ ଆକାଶରେ ଉଡାଉଛନ୍ତି ବିମାନ । ୧୭ ବର୍ଷରେ ଦେଖିଥିବା ସ୍ଵପ୍ନ ୨୧ ବର୍ଷ ବୟସରେ ସାକାର କରିଛନ୍ତି । ଏବେ ସେ ହୋଇ ପାରିଛନ୍ତି ଓଡ଼ିଶାର ସର୍ବକନିଷ୍ଠ ମହିଳା ପାଇଲଟ । ଜଣେ…