Browsing Tag

female sub engineer

ଅଦୃଶ୍ୟ ଶକ୍ତି ଖାଇ ଯାଉଛି ଖାଦ୍ୟ, ନେଇ ଯାଉଛି ଟଙ୍କା ଓ ଅଳଙ୍କାର; ପୋଲିସ ଆଗରେ ମହିଳା କଲେ ଏପରି ଅଭିଯୋଗ

ମଧ୍ୟ ପ୍ରଦେଶରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଛି । ଏଠାରେ ଜଣେ ମହିଳା ସବ୍-ଇଞ୍ଜିନିୟର୍ ପୋଲିସ୍ ପାଖରେ ଏକ ଅଜବ ଅଭିଯୋଗ ନେଇ ପହଞ୍ଚିଛନ୍ତି ଯାହାକୁ ଶୁଣି ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଛି । ମହିଳ ଜଣକ କହିଛନ୍ତି କି ଅଦୃଶ୍ୟ ଶକ୍ତି ତାଙ୍କୁ ଅସୁବିଧାରେ ପକାଉଛି ଏଥିସହିତ ତାଙ୍କ ଘରୁ ପୋଷାକ,…