ତ୍ୱଚାକୁ ସୁନ୍ଦର ଏବଂ ଉଜ୍ୱଳ କରିବା ପାଇଁ ବ୍ୟବହାର କରନ୍ତୁ ପାନମଧୁରୀ, ଜାଣନ୍ତୁ କେମିତି ?
ସୁନ୍ଦର ଏବଂ ଉଜ୍ୱଳ ତ୍ୱଚା ସ୍କିନ ପାଇଁ ବହୁତ ଜରୁରୀ ହୋଇଥାଏ। ଆଉ ସୁନ୍ଦର ତ୍ୱଚା ପାଇଁ ଆଜିକାଲି ଯୁବତୀ ପାର୍ଲର କିମ୍ବା ବଜାରରେ ମିଳୁଥିବା ପ୍ରସାଧାନ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି। ହେଲେ ବଜାରରେ ମିଳୁଥିବା ପ୍ରସାଧାନ ସାମଗ୍ରୀ କେମିକାଲଯୁକ୍ତ ହୋଇଥିବା ବେଳେ ମହଙ୍ଗା ମଧ୍ୟ ହୋଇଥାଏ।…