ଜାଣିଛନ୍ତିକି ବାପା ହେବାର ବି ରହିଛି ସଠିକ ବୟସ, ନଚେତ ଦେଖାଦେଇପାରେ ସମସ୍ୟା
ସାଧାରଣରେ ଏକ ଧାରଣା ରହିଛିଯେ ପିଲା ଜନ୍ମ କରିବା ପାଇଁ ମହିଳା ମାନଙ୍କର ଏକ ନିର୍ଦ୍ଦିଷ୍ଟ ବୟସ ଥାଏ । ଯେବେକି ପୁରୁଷ ମାନେ ଯେ କୌଣସି ବୟସରେ ବି ଛୁଆ ଜନ୍ମ କରିପାରିବେ । କିନ୍ତୁ ପ୍ରକୃତରେ ଏହି କଥା ସତ ପ୍ରତିଶତ ଠିକ ନୁହେଁ । ପିଲା ଜନ୍ମ ନେଇ ମହିଳାଙ୍କ ବୟସ ଯେତିକି…