ରାଜ୍ୟରେ ସାରର ଅଭାବ ନାହିଁ, କଳାବଜାରୀ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର : ରାଜ୍ୟରେ ସାରର ଅଭାବ ନାହିଁ । ଜୁଲାଇ ୧୭ ସୁଦ୍ଧା ୧ଲକ୍ଷ ୮୧ ହଜାର ମେଟ୍ରିକ ଟନ୍ ସାର ବିଭାଗ ପାଖରେ ପହଂଚିଥିଲା । ସେଥିରୁ ୧ଲକ୍ଷ ୧୪ ହଜାର ମେଟ୍ରିକ ଟନ୍ ସାର ବିଭିନ୍ନ ପ୍ୟାକ୍ସକୁ ପଠାଯାଇଛି । ଏଥର ଯଥା ସମୟରେ ଚାଷୀଙ୍କୁ ସାର ଯୋଗାଇ ଦିଆଯାଉଛି । ତେଣୁ ଯିଏ କଳାବଜାରୀ କରିବ…