ଠାକୁର ଗୋପାଳଜୀଉଙ୍କ ଉତ୍ସବରେ ଗାଁ ଦାଣ୍ଡ ଉତ୍ସବମୁଖର
ବାରମାସରେ ତେର ପର୍ବ । ପ୍ରତ୍ଯେକ ଗାଁରେ ଦେଖିବାକୁ ମିଳିଥାଏ ଭିନ୍ନ ଭିନ୍ନ ପରମ୍ପରା ଭିନ୍ନ ଭିନ୍ନ ରିତିନୀତି । ତାରି ପଛରେ ଥାଏ କେବଳ ଗୋଟିଏ କଥା ଯେ ଇଶ୍ୱରଙ୍କୁ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରିବା । ଆଉ ତାଙ୍କର କୃପା ଲାଭ କରି ଜୀବନ ସଂସାରରୁ ପାର ହେବା । ଏଭଳି ଏକ ଭକ୍ତି ପୂର୍ଣ୍ଣ…