ମକର ସଂକ୍ରାନ୍ତିରେ କଳା ରାଶିର ଲଡ଼ୁ ଖାଇବା ପରମ୍ପରା କାହିଁକି ପ୍ରଚଳିତ? ଜାଣନ୍ତୁ ଏହାର କାରଣ
ବର୍ଷର ପ୍ରଥମ ପର୍ବ ମକର ସଂକ୍ରାନ୍ତି। ଏହି ପର୍ବ ସମଗ୍ର ଦେଶରେ ପରମ୍ପରା ସହିତ ପାଳନ କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ମକର ସଂକ୍ରାନ୍ତିର ବେଶ ମହତ୍ତ୍ୱ ରହିଛି। କୁହାଯାଏ ଯେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି, ତେଣୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟ…