ଆଜି ନବରାତ୍ରୀର ତୃତୀୟ ଦିନ, ସମସ୍ୟା ଏବଂ ଭୟରୁ ମୁକ୍ତି ପାଇଁ କରନ୍ତୁ ମା ଚନ୍ଦ୍ରଘଣ୍ଟାଙ୍କ ପୂଜା
ଚୈତ୍ର ନବରାତ୍ରୀର ତୃତୀୟ ଦିନ ମାତା ଚନ୍ଦ୍ରଘଣ୍ଟାଙ୍କୁ ସମର୍ପିତ କରାଯାଇଥାଏ। ମାତା ଚନ୍ଦ୍ରଘଣ୍ଟାଙ୍କ ସ୍ୱରୂପ ହେଉଛି ଶିବଦୁତି। ଦେବୀ ମାଙ୍କ ମସ୍ତକରେ ଘଣ୍ଟ ଆକାରର ଅର୍ଦ୍ଧଚନ୍ଦ୍ର ରହିଛି। ଏହି କାରଣରୁ ଦେବୀ ମାଙ୍କୁ ଚନ୍ଦ୍ରଘଣ୍ଟା ଦେବୀ କୁହାଯାଇଥାଏ। ଏହି ଦେବୀ ମାଙ୍କ ରଙ୍ଗ ସୁନା ସମାନ…