ଆରମ୍ଭ ହେଲା ଆପଲ୍ ଫେଷ୍ଟିଭ୍ ସିଜନ୍ ସେଲ୍, iPhoneରେ ମିଳୁଛି ଦମଦାର ଡିସକାଉଣ୍ଟ
ଆପଲ୍ ଆଜି ଠାରୁ ଭାରତରେ ବାର୍ଷିକ ପାର୍ବଣ ଋତୁର ସେଲ୍ ଆରମ୍ଭ କରିଛି, ଯେଉଁଥିରେ ଆଇଫୋନ୍, ଆଇପ୍ୟାଡ୍, ମ୍ୟାକ୍, ଏୟାରପୋଡ୍ ଏବଂ ଅନ୍ୟାନ୍ୟ ଡିଭାଇସରେ ଭାରି ଡିସକାଉଣ୍ଟ ଏବଂ ଅଫର୍ ମିଳୁଛି । ଏହି ସେଲର ମୁଖ୍ୟ ଆକର୍ଷଣ ହେଉଛି HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡର ବ୍ୟବହାର । ଯାହା ବ୍ୟବହାର…