ରୁଷ୍ରେ ବଡ଼ ଦୁର୍ଘଟଣା: ଗ୍ୟାସ୍ ଷ୍ଟେସନରେ ଭୀଷଣ ଅଗ୍ନିକାଣ୍ଡ, ୨୫ ଜଣ ଜୀବନ୍ତ ଦଗ୍ଧ, ୬୬ ଆହତ
ରୁଷ୍ରେ ବଡ଼ ଧରଣର ଏକ ଦୁର୍ଘଟଣା ଘଟିଛି। ଦକ୍ଷିଣ ରୁଷିଆର ଦାଗେସ୍ତାନରେ ଏକ ଗ୍ୟାସ୍ ଷ୍ଟେସନରେ ଅଗ୍ନିକାଣ୍ଡ ଘଟି ୩ ଶିଶୁଙ୍କ ସମେତ ୨୫ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ସୋମବାର ରାତିରେ ଦାଗେସ୍ତାନର ରାଜଧାନୀ ମାଖଚକାଲାରେ ରାଜପଥରେ ପାର୍ଶ୍ୱରେ ଥିବା ଏକ କାର୍ ସର୍ଭିସ୍ ସେଣ୍ଟରରେ…