Browsing Tag

fifa

ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଲେ ଲିଓନେଲ ମେସି, ମବାପେଙ୍କୁ ଦେଲେ ମାତ୍‌

ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଛନ୍ତି ଆର୍ଜେଣ୍ଟିନା ବିଶ୍ୱକପ ବିଜେତା ଫୁଟବଲର୍ ଲିଓନେଲ ମେସି । ଏଥର ମଧ୍ୟ ସେ ଫ୍ରାନ୍ସର କିଲିଆନ୍ ମବାପେଙ୍କୁ ପଛରେ ପକାଇ ପାଇଛନ୍ତି। ସେହିଭଳି ଶ୍ରେଷ୍ଠ ମହିଳା ଖେଳାଳି ଭାବେ ସ୍ପେନର ଆଲେକ୍ସୀ ପୁଟେଲସ୍ ଏହି ପୁରସ୍କାର ଜିତିଛନ୍ତି । ମେସି…

ଫିଫା ବିଶ୍ୱକପ୍‌ ଫିଭର: ଆର୍ଜେଣ୍ଟିନାର ରାଜଧାନୀ ସଡ଼କ ପାଲଟିଲା ଜନସମୁଦ୍ର, ଅଧାରେ ଅଟକିଲା ବିଜୟ ଶୋଭାଯାତ୍ରା

ଆର୍ଜେଣ୍ଟିନା ଫିଫା ବିଶ୍ବକପ୍ ୨୦୨୨ ଜିତିବା ପରେ ସ୍ୱଦେଶକୁ ଫେରିଛି । ୩୬ ବର୍ଷ ପରେ ବିଶ୍ୱକପ ଜିତିବା ପରେ ସ୍ୱଦେଶ ଫେରିବା ପରେ ଆର୍ଜେଣ୍ଟିନା ରାଜଧାନୀ ବୁଏନସ ଏୟାର୍ସ ଫ୍ୟାନ୍ସଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଖେଳାଳି ବୁଏନସ ଏୟାର୍ସରେ ପହଞ୍ଚିବା ମାତ୍ରେ ଫୁଟବଲ୍ ହିରୋଙ୍କୁ…

ଆର୍ଜେଣ୍ଟିନାରୁ ଫିଫା ବିଶ୍ୱକପ୍‌ ହାରିବା ପରେ ଫ୍ରାନ୍ସରେ ଭୀଷଣ ଦଙ୍ଗା; ହିଂସାତ୍ମକ ହୋଇପଡ଼ିଥିବା ଫୁଟବଲ ଫ୍ୟାନ୍ସଙ୍କ…

କତାରରେ ଆୟୋଜିତ ଫିଫା ବିଶ୍ୱକପରେ ଆର୍ଜେଣ୍ଟିନାଠାରୁ ପରାସ୍ତ ହେବା ପରେ ଫ୍ରାନ୍ସର ଅନେକ ସହରରେ ଭୀଷଣ ଦଙ୍ଗା ସୃଷ୍ଟି ହୋଇଛି। ଫ୍ରାନ୍ସ ରାଜଧାନୀ ପ୍ୟାରିସ୍ ସହ ଲିୟନ, ନାଇସ୍‌ ଆଦି ସହରରେ ବିଭିନ୍ନ ସ୍ଥାନରେ ଦଙ୍ଗା ପରିସ୍ଥିତି ଦେଖାଦେଇଛି। ଲୋକମାନେ ସହରମାନଙ୍କରେ ହେଉଥିବା ଭଙ୍ଗାରୁଜା…

ଫିଫା ଫାଇନାଲ ପୂର୍ବରୁ ଆର୍ଜେଣ୍ଟିନାଙ୍କୁ ବଡ଼ ଝଟକା, ଟିମର ଷ୍ଟାର ଖେଳାଳି ମେସି ଆହତ

ଫିଫା ବିଶ୍ୱକପ ୨୦୨୨ ଫାଇନାଲ ମ୍ୟାଚ ପୂର୍ବରୁ ଆର୍ଜେଣ୍ଟିନାକୁ ବଡ ଝଟକା ଲାଗିଛି । ଫାଇନାଲ ମ୍ୟାଚ୍‌ ପୂର୍ବରୁ ଆହତ ହୋଇଛନ୍ତି ଲିୟୋନେଲ ମେସି । ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ୧୮ ଡିସେମ୍ବରରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ସେମି ଫାଇନାଲରେ କ୍ରୋଏସିଆ ବିପକ୍ଷରେ ମ୍ୟାଚ୍‌ ଖେଳିବା…

ଆହୁରି ଚଢ଼ିଲା ଫୁଟବଲ ଫିଭର : ଫ୍ରାନ୍ସ ଠାରୁ ହାରିବା ପରେ ମରକ୍କୋ ଫ୍ୟାନ୍ସଙ୍କ ହିଂସାକାଣ୍ଡ, ଅନେକ ସ୍ଥାନରେ ପୋଡ଼ାଜଳା

କତାରରେ ଚାଲିଥିବା ଫିଫା ବିଶ୍ୱକପ ସେମିଫାଇନାଲରେ ମରକ୍କୋକୁ ହରାଇ ଫ୍ରାନ୍ସ ଫାଇନାଲରେ ପ୍ରବେଶ କରିଛି। ଫାଇନାଲରେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମୁହାଁମୁହିଁ ହେବେ । ସେମିରେ ଫ୍ରାନ୍ସ ମରକ୍କୋକୁ ୨-୦ରେ ହରାଇଛି। ତେବେ ମରକ୍କୋ ହାରିଯିବା ପରେ ଏହାର ଫ୍ୟାନ୍‌ମାନଙ୍କ ମନ ଭାଙ୍ଗି ଯାଇଛି ।…

ବ୍ରାଜିଲ ଜ୍ୟୋତିଷଙ୍କ ଭବିଷ୍ୟବାଣୀ, ଫିଫା ବିଶ୍ୱକପ୍‌ ଫାଇନାଲରେ ଖେଳିବେ ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ !

ଫିଫା ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଆସନ୍ତା ୧୮ ତାରିଖରେ ଖେଳାଯିବ। ଏହା ପୂର୍ବରୁ କେଉଁ ଦଳ ଫାଇନାଲ ମ୍ୟାଚ ଖେଳିବେ ତାହାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବ୍ରାଜିଲର ଜଣେ ଜ୍ୟୋତିଷବିତ୍‌ । ବ୍ରାଜିଲ ଜ୍ୟୋତିଷ ଆଥୋସ ସାଲୋମ କହିଛନ୍ତି, ଫିଫା ବିଶ୍ୱକପ୍‌ ୨୦୨୨ ଫାଇନାଲରେ ଆର୍ଜେଣ୍ଟିନା ଏବଂ…

ଦୀପିକା ପାଦୁକୋନ୍‌ ଯିବେ ଫିଫା ବିଶ୍ୱକପ୍‌ ଫାଇନାଲ୍‌କୁ, କରିବେ ଟ୍ରଫି ଉନ୍ମୋଚନ

ମୁମ୍ବାଇ : ଏବେ ସବୁଠି ଫିଫା ବିଶ୍ୱ କପ୍‌ର ଉତ୍ସାହ । ଯଦିଓ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ଖେଳୁ ନାହିଁ ତଥାପି ଦେଶର ଫୁଟ୍‌ବଲ୍‌ ପ୍ରେମୀ ଖେଳକୁ ଉପଭୋଗ କରୁଛନ୍ତି । ତେବେ ଏସବୁ ଭିତରେ ଭାରତ ପାଇଁ ଏକ ଖୁସି ଖବର ଆସିଛି । ଚଳିତ ବିଶ୍ୱ କପ୍‌ରେ ଯୋଡ଼ି ହେବେ ବଲିଉଡ୍‌ କୁଇନ୍‌ ଦୀପିକା…

ଫିଫା ବିଶ୍ୱକପ ଇତିହାସରେ ପ୍ରଥମ, ଫିଫା ବିଶ୍ୱକପର ଟ୍ରଫି ଅନାବରଣ କରିବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା

ନୂଆଦିଲ୍ଲୀ : ଫିଫା ବିଶ୍ୱକପର ଟ୍ରଫି ଅନାବରଣ କରିବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ । କତାରରେ ଚାଲିଥିବା ଫିଫା ବିଶ୍ୱକପର ଫାଇନାଲରେ ଦୀପିକା ଫିଫା ଟ୍ରଫି ଅନାବରଣ କରିବେ । କୌଣସି ଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଜଣେ କଳାକାରଙ୍କ ଦ୍ୱାରା ଫିଫାର ଟ୍ରଫି ଅନାବରଣ ହେବା ଫିଫା…

ପତ୍ନୀଙ୍କୁ ବିଶ୍ୱାସଘାତକତା କରିଥିବା ଯୋଗୁଁ ସର୍ବସାଧାରଣରେ ମାଗିଥିଲେ ଭୁଲ୍‌, ଏବେ ଫିଫା ବିଶ୍ୱକପରେ ଦେଶ ପାଇଁ ଗୌରବ…

ଚାମ୍ପିଅନ୍ସ ଫ୍ରାନ୍ସ ଅଷ୍ଟ୍ରେଲିଆକୁ ୪-୧ରେ ହରାଇ ଫିଫା ବିଶ୍ୱକପରେ ଦମଦାର ଆରମ୍ଭ କରିଛି। ଫ୍ରାନ୍ସର ଏହି ବିଜୟ ଶ୍ରେୟ ଅନୁଭବୀ ଖେଳାଳି ଓଲିଭର ଗିରୋଡଙ୍କ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। କିଛିବର୍ଷ ପୂର୍ବେ ଯେଉଁ ଖେଳାଳିଙ୍କୁ ସର୍ବସାଧାରଣରେ ନିଜ ପତ୍ନୀଙ୍କୁ ବିଶ୍ୱାସଘାତକତା କରିଥିବା…

ଫିଫା ବିଶ୍ୱକପ ୨୦୨୨ : ଉଦ୍‌ଘାଟନୀ ଉତ୍ସବରେ BTS ଷ୍ଟାର କରିବେ ଧମାଲ୍‌, ଦେଖିବାକୁ ମିଳିବ ନୋରାଙ୍କ ଡ୍ୟାନ୍ସ ଜଲଓ୍ଵା

ଦୁନିଆର ସବୁଠାରୁ ବଡ ଫୁଲବଲ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ୱକପ ୨୦୨୨ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । କତାରର ଅଲ୍ ବାୟତ୍ ଷ୍ଟାଡିୟମରେ ଆୟୋଜକ ଦଳ ସହିତ ଇକ୍ବେଡ଼ରର ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭ଟାରେ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ। ରାତି ସାଢେ…

FIFA ବିଶ୍ୱକପ ୨୦୨୨: ୯୨ ବର୍ଷ ଇତିହାସରେ ପ୍ରଥମ ଥର ୬ଟି ଏସୀୟ ଟିମ୍‌ ଖେଳିବ ବିଶ୍ୱକପ୍‌, ୮ଟି ଗ୍ରୁପରେ ରହିଛନ୍ତି…

ଫୁଟବଲ ମହାସଂଗ୍ରାମ ଅର୍ଥାତ୍‌ ଫିଫା ବିଶ୍ୱକପ ୨୦୨୨ ଆସନ୍ତାକାଲିରୁ କତାରରେ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପର ୨୨ତମ ସଂସ୍କରଣ ୨୦ ନଭେମ୍ବରରୁ ଆରମ୍ଭ ହୋଇ ୧୮ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ଏଥିରେ ୩୨ଟି ଟିମ୍‌ ଭାଗ ନେବେ । ଫିଫା ବିଶ୍ୱକପରେ ଏଥର ୮ଟି ଗ୍ରୁପରେ ୪ଟି ଟିମ୍‌କୁ…

କ୍ରିକେଟ ପରେ ଫୁଟବଲ ବିଶ୍ୱକପ ବିଜେତା ପାଇଁ ପୁରସ୍କାର ରାଶି ଘୋଷଣା, ଫିଫା ଫୁଟବଲ ବିଶ୍ୱକପ ବିଜେତାଙ୍କୁ ମିଳିବ ୩୪୨…

ଖେଳ ଜଗତ ପାଇଁ ଆଗାମୀ ୪ ମାସ ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଦୁଇ ସପ୍ତାହ ପରେ କ୍ରିକେଟରେ ଟି-୨୦ ବିଶ୍ୱକପ ପାଇର୍ ବିଗୁଲ ବାଜିବ। ଚଳିତଥର ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେଉଛି। ଏଥିପାଇଁ ସବୁ ଟିମ୍‌ ପ୍ରସ୍ତୁତ ରହିଛି। ଟି-୨୦ ବିଶ୍ୱକପ ଫାଇନାଲ ୧୩ ନଭେମ୍ବରକୁ ଖେଳାଯିବ। କ୍ରିକେଟ…