କମ୍ପିବ କଳିଙ୍ଗ ଷ୍ଟାଡିୟମ୍: ଆଜି ଫିଫା ବିଶ୍ବକପ୍ କ୍ବାଲିଫାୟାର ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-କତାର
ଭୁବନେଶ୍ବର (କେନ୍ୟୁଜ): କମ୍ପିବ କଳିଙ୍ଗ ଷ୍ଟାଡିୟମ୍। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଫିଫା ବିଶ୍ବକପ୍ କ୍ବାଲିଫାୟାର ମ୍ୟାଚ । ମୁହାଁମୁହିଁ ହେବେ ଭାରତ-କତାର । ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ଭାରତ ଓ କତାର ମଧ୍ୟରେ ବିଶ୍ବକପ୍ ୨୦୨୬ ଓ ଏଏଫସି କପ୍ ୨୦୨୭ ଲାଗି…