ଫିଫା ବିଶ୍ୱକପ୍ ଫିଭର: ଆର୍ଜେଣ୍ଟିନାର ରାଜଧାନୀ ସଡ଼କ ପାଲଟିଲା ଜନସମୁଦ୍ର, ଅଧାରେ ଅଟକିଲା ବିଜୟ ଶୋଭାଯାତ୍ରା
ଆର୍ଜେଣ୍ଟିନା ଫିଫା ବିଶ୍ବକପ୍ ୨୦୨୨ ଜିତିବା ପରେ ସ୍ୱଦେଶକୁ ଫେରିଛି । ୩୬ ବର୍ଷ ପରେ ବିଶ୍ୱକପ ଜିତିବା ପରେ ସ୍ୱଦେଶ ଫେରିବା ପରେ ଆର୍ଜେଣ୍ଟିନା ରାଜଧାନୀ ବୁଏନସ ଏୟାର୍ସ ଫ୍ୟାନ୍ସଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଖେଳାଳି ବୁଏନସ ଏୟାର୍ସରେ ପହଞ୍ଚିବା ମାତ୍ରେ ଫୁଟବଲ୍ ହିରୋଙ୍କୁ…