Browsing Tag

fifa

କ୍ରିକେଟ ପରେ ଫୁଟବଲ ବିଶ୍ୱକପ ବିଜେତା ପାଇଁ ପୁରସ୍କାର ରାଶି ଘୋଷଣା, ଫିଫା ଫୁଟବଲ ବିଶ୍ୱକପ ବିଜେତାଙ୍କୁ ମିଳିବ ୩୪୨…

ଖେଳ ଜଗତ ପାଇଁ ଆଗାମୀ ୪ ମାସ ବେଶ୍‌ ମହତ୍ତ୍ୱପୂର୍ଣ୍ଣ। ଦୁଇ ସପ୍ତାହ ପରେ କ୍ରିକେଟରେ ଟି-୨୦ ବିଶ୍ୱକପ ପାଇର୍ ବିଗୁଲ ବାଜିବ। ଚଳିତଥର ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେଉଛି। ଏଥିପାଇଁ ସବୁ ଟିମ୍‌ ପ୍ରସ୍ତୁତ ରହିଛି। ଟି-୨୦ ବିଶ୍ୱକପ ଫାଇନାଲ ୧୩ ନଭେମ୍ବରକୁ ଖେଳାଯିବ। କ୍ରିକେଟ…

ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା, ଭାରତରେ ଆୟୋଜନ ହେବ ୧୭ ବର୍ଷରୁ କମ ମହିଳା ବିଶ୍ଵକପ୍

ଭାରତୀୟ ଫୁଟବଲ୍‌ ପ୍ରେମୀଙ୍କ ପାଇଁ ଖୁସିର ଖବର। ୧୧ ଦିନ ପୂର୍ବରୁ ଉପୁଜିଥିବା ଦ୍ୱନ୍ଦ୍ୱ ଉପରୁ ପରଦା ହଟିଛି । ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଉପରେ ଲାଗିଥିବା କଟକଣାକୁ ଫିଫା ହଟାଇ ଦେଇଛି । ଏହା ଫଳରେ ଭାରତରେ ହେବାକୁ ଥିବା ଫିଫା ଜୁନିୟର ମହିଳା ବିଶ୍ୱକପ ଫୁଟବଲ ପାଇଁ ଥିବା…

ଭାରତୀୟ ଫୁଟ୍‌ବଲ ମହାସଂଘକୁ ସସ୍‌ପେଣ୍ଡ୍‌ କଲା FIFA, ଆଉ ଭାରତ କରିପାରିବନି ମହିଳା ବିଶ୍ୱକପ୍‌ ହୋଷ୍ଟିଂ

ଇଣ୍ଟରନ୍ୟାସନାଲ ଫେଡେରେସନ୍‌ ଅଫ୍‌ ଆସୋସିଏସନ୍‌ ଫୁଟବଲ (ଫିଫା) ପକ୍ଷରୁ ଭାରତୀୟ ଫୁଟ୍‌ବଲ ମହାସଂଘକୁ ସସ୍‌ପେଣ୍ଡ୍‌ କରି ଦିଆଯାଇଛି। ଏହି ନିଲମ୍ବନର କାରଣ ସମ୍ପର୍କରେ ଫିଫା କହିଛି ଯେ ଅଲ୍‌ ଇଣ୍ଡିଆ ଫୁଟବଲ୍‌ ଫେଡେରେସନ୍‌ (AIFF)ରେ ତୃତୀୟ ପକ୍ଷ ତରଫରୁ ସବୁବେଳେ ଅନାଧିକୃତ ପ୍ରବେଶ ଯୋଗୁ…

ପୁଟିନଙ୍କୁ ଆଉ ଏକ ଝଟ୍‌କା: ରୁଷ ମାଟିରେ ଇଣ୍ଟରନ୍ୟାସନାଲ ଫୁଟବଲ ମ୍ୟାଚ୍‌ ଖେଳାଯିବ ନାହିଁ ବୋଲି ଘୋଷଣା କଲା FIFA

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ଖେଳ ଜଗତ ଉପରେ ମଧ୍ୟ ପଡ଼ୁଥିବାର ଦେଖିବାକୁ ମିଳିଛି। କିଛି ଦେଶ ନିଜ ଟିମ୍‌କୁ ରୁଷରେ କିମ୍ବା ତା’ ବିରୋଧରେ ଖେଳିବାକୁ ମନା କରି ଦେଇଛନ୍ତି। କିନ୍ତୁ ଏବେ ଫୁଟବଲ ଓ୍ଵାର୍ଲକପ୍‌କୁ ନେଇ ମଧ୍ୟ ରୁଷକୁ ବଡ଼ ଝଟ୍‌କା ଲାଗିଛି। ଫିଫା ପକ୍ଷରୁ…

କିସ୍‌ରେ “ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍” କାର୍ଯ୍ୟକ୍ରମ, ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଫିଫା ଓ କିସ୍‍ର ମିଳିତ ସହଯୋଗରେ ଆସନ୍ତାକାଲି କିସ୍‌ରେ ଉଦ୍‍ଘାଟିତ ହେବାକୁ ଯାଉଛି ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍ କାର୍ଯ୍ୟକ୍ରମ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲରେ ଉଦ୍‍ଘାଟନ କରିବେ। ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ପ୍ରଥମଥର ଲାଗି ଆରମ୍ଭ…

କରୋନାକୁ ନେଇ ବୟାନ ରଖିଲେ ଫିଫା ଉପାଧ୍ୟକ୍ଷ, ଆସନ୍ତା ବର୍ଷ ପର୍ଯ୍ୟନ୍ତ ଘୁଞ୍ଚିପାରେ ସମସ୍ତ ଅନ୍ତରାଷ୍ଟ୍ରୀୟ ମ୍ୟାଚ

ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଫୁଟବଲ ଖେଳର ସର୍ବୋଚ୍ଚ ସଂସ୍ଥା ଫିଫାର ଉପାଧ୍ୟକ୍ଷ ଵିକଟର ମୋଣ୍ଟେଗାଲିଆନି କରୋନା ଭାଇରସକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ତାଙ୍କ ଅନୁଯାୟୀ ଆସନ୍ତା ୨୦୨୧ ପର୍ଯ୍ୟନ୍ତ ସମସ୍ତ ଅନ୍ତରାଷ୍ଟ୍ରୀୟ ଫୁଟ ବଲ ମ୍ୟାଚ ଗୁଡିକୁ ବାତିଲ କରି ଦିଆଯିବାର ସମ୍ଭାବନା ଅଛି ।…

କ୍ରୀଡ଼ା ଜଗତ ଉପରେ ପଡ଼ିଲା କରୋନା ପ୍ରଭାବ, ରଦ୍ଦ ହେଲା ନଭେମ୍ବରରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା…

ଭାରତରେ ନଭେମ୍ବରରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ବିଶ୍ୱକପକୁ କରୋନା ଭାଇରସ ଯୋଗୁ ସ୍ଥଗିତ କରାଯାଇଛି। ଏନେଇ ଫିଫା କନଫେଡରେସନ ୱାର୍କିଂ ଗ୍ରୁପ ସୂଚନା ଦେଇଛି। ଏହି ବିଶ୍ୱକପ ନଭେମ୍ବର ୨ରୁ ୨୧ ତାରିଖ ପର୍ଯ୍ୟନ୍ତ ଦେଶର ୫ଟି ସ୍ଥାନରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ହୋଇଥିଲା।…

ଫିଫା ୱାର୍ଲଡ କପ କ୍ୱାଲିଫାୟର ରାଉଣ୍ଡ: ଭାରତ ଓ ବାଂଲାଦେଶ ମ୍ୟାଚ ୧-୧ରେ ଡ୍ର

ଫିଫା ବିଶ୍ୱ କପର ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ ଡ୍ର ରହିଛି । ଉଭୟ ଟିମ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଛନ୍ତି । ଭାରତୀୟ ଟିମ ଗ୍ରୁପ- ଇର ୨ୟ ପର୍ଯ୍ୟାୟର ଏହି ମ୍ୟାଚର ଅନ୍ତିମ ମୁହୂର୍ତ୍ତରେ ବାଂଲାଦେଶ ବିପକ୍ଷ ଏହି ମ୍ୟାଚ ଟିକୁ ଡ୍ର ରଖିଛି…

ଆସନ୍ତା ୨୦୨୦ରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପର ପ୍ରଥମ ଭେନ୍ୟୁ ଭାବେ ଭୁବନେଶ୍ୱର…

ଭୁବନେଶ୍ୱର(କେନ୍ୟୁଜ୍) : ଆସନ୍ତା ୨୦୨୦ରେ ଭାରତରେ ହେବାକୁ ଥିବା ଫିଫା ଅଣ୍ଡର-୧୭ ମହିଳା ଫୁଟବଲ ବିଶ୍ୱକପର ପ୍ରଥମ ଭେନ୍ୟୁ ଭାବେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ମନୋନୀତ ହୋଇଛି । ଷ୍ଟାଡିୟମର ଭିତ୍ତିଭୂମି ଖେଳ ଉପଯୋଗୀ ଥିବାରୁ ଏହାକୁ ଭେନ୍ୟୁ ଭାବେ ଚୟନ କରାଯାଇଥିବା ଟୁର୍ଣ୍ଣାମେଣ୍ଟର…

ଫିଫା ବିଶ୍ୱକପ୍: ସ୍ୱିଡେନ୍‌କୁ ୨-୦ରେ ହରାଇ ସେମି ଫାଇନାଲରେ ଇଂଲଣ୍ଡ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। କ୍ୱାର୍ଟର ଫାଇନାଲରେ ସ୍ୱିଡେନ୍‌କୁ ୨-୦ ଗୋଲରେ ହରାଇଛି। ଋଷର ସମାରା ଠାରେ ଖେଳାଯାଇଥିବା ମ୍ୟାଚ ଏକତରଫା ଥିଲା। ଖେଳର ୩୦ତମ ମିନିଟରେ ଇଂଲଣ୍ଡ ପ୍ରଥମ ଗୋଲ କରିଥିଲା। ଏକ କର୍ଣ୍ଣର ସଟ୍‌କୁ ହେରି ମେଗୁରେ ହେଡ୍ର ଜରିଆରେ…

ଆଜିଠୁ ଫିଫା ବିଶ୍ବ କପ୍ : ପ୍ରଥମ ମ୍ୟାଚରେ ରୁଷିଆ-ସାଉଦି ଆରବ ମୁକାବିଲା

ନୂଆଦିଲ୍ଲୀ : ଆଉ କେଇ ଘଣ୍ଟାର ଅେପକ୍ଷା । ରୁଷରୁ ସାରା ବିଶ୍ୱ ଦେଖିବ ଫୁଲବଲ୍‌ ମହାକୁମ୍ଭ । ଆଜିଠୁ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ଫିଫା ଓ୍ଵାଲ୍ଡର୍କପ୍‌ । ରୁଷିଆରେ ପ୍ରଥମଥର ଆୟୋଜିତ ହେଉଥିବା ବିଶ୍ୱର ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟକୁ ନେଇ ଚାରିଆଡେ ଫୁଟବଲ୍‌ ଫିଭ୍‌ର । ଶକ୍ତି ପ୍ରଦଶର୍ନ…