Browsing Tag

fight against corona

କରୋନା ମୁକାବିଲାରେ ଯୋଦ୍ଧା ପାଲଟିଛନ୍ତି ଏମ୍.ଟେକ୍ ଛାତ୍ରୀ ରାଜଶ୍ରୀ, ଏକାସାଙ୍ଗରେ ତୁଲାଉଛନ୍ତି ଦୁଇ ଦୁଇଟି ଦାୟିତ୍ବ

ଗୋପ: ରାଜଶ୍ରୀ । ନାଟି ଯେମିତି କାମ ବି ସେମିତି । ଏକାସାଙ୍ଗରେ ତୁଲାଉଛନ୍ତି ଦୁଇ ଦୁଇଟି ଦାୟିତ୍ବ । ଦୀର୍ଘ ତିନି ବର୍ଷ ହେବ ପାଠ ପଢା ସାଙ୍ଗକୁ ତୁଲାଛନ୍ତି ସରପଞ୍ଚଙ୍କ ଦାୟିତ୍ବ । ଯାହାଙ୍କୁ ନେଇ ବେଶ୍ ଖୁସି ପଞ୍ଚାୟତବାସୀ । ପୁରୀ ଜିଲ୍ଲା ମହଲପଡା ପଞ୍ଚାୟତର ଆମ୍ବିଳ ଗାଁର ରାଜଶ୍ରୀ…

କରୋନା ମୁକାବିଲା ପାଇଁ ଟ୍ଵିଟ୍‌ରର ପ୍ରତିଷ୍ଠାତା ଜ୍ୟାକ୍‌ ଡୋର୍ସିଙ୍କ ସହାୟତା ରାଶି ଘୋଷଣା, ନିଜ ସମ୍ପତ୍ତିରୁ ଏକ…

କରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କ । ଏହାର ମୁକାବିଲା ପାଇଁ ବିଭିନ୍ନ ସ୍ତରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସରକାର ଏନେଇ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ମହାମାରୀକୁ ସମୂଳେ ନାଶ କରିବା ପାଇଁ ଅନେକ କାର୍ଯ୍ଯନୁଷ୍ଠାନ ଗ୍ରହଣ କରିଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସାଠାରୁ ଆରମ୍ଭ କରି…

ମୁକୁଟ ଓହ୍ଲାଇ ଧରିଲେ ଷ୍ଟେଥୋ: କରୋନା ଯୁଦ୍ଧକୁ ଓହ୍ଲାଇଲେ ମିସ୍‌ ଇଂଲଣ୍ଡ, ଡାକ୍ତରୀ ପେଷାକୁ ଫେରିଲେ ଭାଷା ମୁଖାର୍ଜୀ

ମୁକୁଟ ଓହ୍ଲାଇ ଧରିଲେ ଷ୍ଟେଥୋ । କରୋନା ଯୁଦ୍ଧକୁ ଓହ୍ଲାଇଲେ ମିସ୍‌ ଇଂଲଣ୍ଡ । ସଂକ୍ରମିତଙ୍କ ଚିକିତ୍ସା ପାଇଁ ଡାକ୍ତରୀ ପେଷାକୁ ଫେରିଲେ ଭାଷା ମୁଖାର୍ଜୀ । ମୁଣ୍ଡରୁ ମୁକୁଟ ଓହ୍ଲାଇ ଏବେ ଇଂଲଣ୍ଡରେ କରୋନା ସଂକ୍ରମିତଙ୍କ ଚିିକିତ୍ସା କରିବେ ଭାରତୀୟ ବଂଶୋଦ୍ଭବ ଭାଷା । ଏନେଇ ସେ ପୂର୍ବରୁ କାମ…