ରେଷ୍ଟୁରାଣ୍ଟ ମାଲିକ ମୁନାୱର ଫାରୁକିଙ୍କ ଉପରେ ପିଙ୍ଗିଲେ ଅଣ୍ଡା, ଭାଇରାଲ ହେଉଛି ଭିଡିଓ
ବିଗ୍ ବସ୍ ୧୭ ବିଜେତା ମୁନାଓ୍ଵର ଫାରୁକି ପୁଣି ଥରେ ଚର୍ଚ୍ଚାରେ । ସେ ଅନେକ ଥର କିଛି ନା କିଛି ମାମଲା ଯୋଗୁ ସୋସିଆଲ ମିଡିଆରେ ହେଡ୍ଲାଇନ୍ରେ ରହିଥାନ୍ତି । ତେବେ କିଛି ଦିନ ପୂର୍ବରୁ ତାଙ୍କୁ ହୁକା ପାର୍ଲରରେ ହୁକା ଟାଣୁଥିବାର ଦେଖିବାକୁ ମିଳିଥିଲା, ପରେ ତାଙ୍କୁ ପୋଲିସ ଷ୍ଟେସନ୍ରେ ଅଟକ…