Browsing Tag

fight

କାହିଁକି କୁକୁର ଏବଂ ବିଲେଇ ପରସ୍ପରକୁ ପସନ୍ଦ କରନ୍ତି ନାହିଁ? ଜାଣନ୍ତୁ ଏହା ପଛର ମଜାଦାର କାରଣ

କୁକୁର ବିଲେଇଙ୍କର ଝଗଡା ବିଷୟରେ ତ ଆପଣମାନେ ନିଶ୍ଚୟ ଜାଣିଥିବେ । ଏମାନଙ୍କ ଝଗଡାର ଅନେକ ଦୃଶ୍ୟ ଆପଣ ଦେଖିଥିବେ ଏବଂ ଶୁଣିଥିବେ ମଧ୍ୟ । ରାସ୍ତା ଘାଟ ଗଳି କନ୍ଦିରେ ପ୍ରାୟ ସମୟରେ ଏମାନଙ୍କ ଝଗଡା ଦେଖିବାକୁ ମିଳିଥାଏ । ଆପଣ ଲକ୍ଷ କରିଥିବେ ଯେତେବେଳେ ଛୋଟ ପିଲାମାନେ ନିଜ ମଧ୍ୟରେ ଝଗଡା…

ବିଗ୍ ବସ୍ ୧୭ ର ରିୟୁନିୟନ୍‌ ପାର୍ଟିରେ ହେଲା ବଡ଼ ବିବାଦ, ଅଭିଷେକଙ୍କୁ ମାରିବା ପାଇଁ ଚେୟାର ଉଠାଇଲେ ତେହେଲକା

ବିଗ୍ ବସ୍ ସିଜିନ୍‌ ୧୭ ଶେଷ ହୋଇଛି । କିନ୍ତୁ ସୋ ବିଷୟରେ ଆଲୋଚନା ହେବା ବନ୍ଦ ହୋଇନାହିଁ । ତେବେ ମୁନାୱର ଫାରୁକି ବିଗ୍ ବସ୍ ଟ୍ରଫି ଜିତିଥିଲେ । ସୋ ଶେଷ ହେବା ପରେ ମଧ୍ୟ ପ୍ରଶଂସକମାନେ ସେମାନଙ୍କର ପ୍ରିୟ ପ୍ରତିଯୋଗୀମାନେ କ’ଣ କରୁଛନ୍ତି ଜାଣିବାକୁ ବହୁତ ଆଗ୍ରହୀ ଅଛନ୍ତି । ତେବେ କିଛି…

ଗୋଟିଏ ପ୍ରେମିକ ପାଇଁ ୨ ଯୁବତୀଙ୍କ ମଧ୍ୟରେ ବସ୍‌ ଷ୍ଟାଣ୍ଡରେ ଲଢେଇ: ଛାନିଆରେ ବୟଫ୍ରେଣ୍ଡ ଛୁ…

ଆପଣ ଇଣ୍ଟରନେଟରେ ଅନେକ ପ୍ରକାରର ଖବର ବିଷୟରେ ନିଶ୍ଚୟ ଶୁଣିଥିବେ। ଅନେକ ଘଟଣାର ଭିଡିଓ ମଧ୍ୟ ଦେଖୁଥିବେ। ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ମହାରାଷ୍ଟ୍ରର ଏକ ବସ ଷ୍ଟପରେ ଏକ ଘଟଣା ଘଟିଛି, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।…

ଅନ୍ତିମ ସଂସ୍କାର ବେଳେ ଅଚାନକ ମୁହାଁମୁହିଁ ହେଲେ ଲୋକେ, ଶୋକ କରୁଥିବା ଲୋକଙ୍କର ହେଲା ଏମିତି ଅବସ୍ଥା

କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଘର ପରିବାର ଶୋକରେ ବୁଡ଼ି ଯାଆନ୍ତି ଓ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଥାନ୍ତି। ଯେଉଁ ସ୍ଥାନରେ ଅନ୍ତିମ ସଂସ୍କାର କରାଯାଏ, ସେଠାରେ ମଧ୍ୟ ପରିବାର ଲୋକ ବେଶ୍‌ ଇମୋସନାଲ ରହିଥାନ୍ତି। ଏଭଳି ସ୍ଥିତିରେ ଯଦି କେହି ଦୁର୍ବ୍ୟବହାର କରେ ତେବେ ପରିସ୍ଥିତି…

ଗୁଜୁରାଟ: ସାମାନ୍ୟ ଗୋଟିଏ ଲେମ୍ବୁ ପାଇଁ ଚାଲିଗଲା ଜୀବନ, ଦୁଇ ପରିବାର ମଧ୍ୟରେ ବାଡାବାଡ଼ି, ଥାନାରେ ମାମଲା ରୁଜୁ

ନୂଆଦିଲ୍ଲୀ : ଦେଶରେ ଲେମ୍ବୁ ଦର ଲୋକଙ୍କ ଦାନ୍ତ ଖଟ୍ଟା କରିଥିଲା। ପେଟ୍ରୋଲ ଓ ଡିଜେଲ ସହ ତାଳ ଦେଇ ବଢୁଥିଲା ଲେମ୍ବୁଦର। ପରିବା ମଣ୍ଡିମାନଙ୍କରେ ଲେମ୍ବୁ କେଜି ପିଛା ଦର ୪୦୦ ଟଙ୍କାକୁ ପହଞ୍ଚିଥିଲା। ଦେଶରେ ଗ୍ରୀଷ୍ମ ଆରମ୍ଭ ସହ ଲେମ୍ବୁଦର ବୃଦ୍ଧି ଅନେକଙ୍କୁ ଖଟକାଇଥିଲା। ଚଳିତ ବର୍ଷ…

କଲେଜ ଭିତରେ ପ୍ରିନ୍ସିପାଲ-ପ୍ରଫେସରଙ୍କ ମଧ୍ୟରେ ଚାପୁଡା କଷାକଷି, ସିସିଟିଭିରେ କଏଦ ହୋଇଥିବା ଭିଡିଓ ହେଉଛି ଭାଇରାଲ

ସ୍କୁଲ -କଲେଜକୁ ଶିକ୍ଷାର ମନ୍ଦିର କୁହାଯାଏ। କିନ୍ତୁ ବେଳେବେଳେ ଏଠାରେ ଏପରି ଘଟଣା ଘଟେ, ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ। ସ୍କୁଲ ଓ କଲେଜଗୁଡ଼ିକରେ ବେଳେବେଳେ କିଛି ସମସ୍ୟାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ଝଗଡା ହୁଏ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ଜଣେ ପ୍ରିନ୍ସିପାଲ୍ ଏବଂ ଆସିଷ୍ଟାଣ୍ଟ…

ଡମଣା ଛକରେ ହାଇଡ୍ରାମା: ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ଭିତରେ ରାସ୍ତାରେ ମାରପିଟ୍

ଭୁବନେଶ୍ୱର (କେନ୍ୟୁଜ): ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ହୋଇଛି ପିଟାପିଟି । ଏମିତି ଏକ ପ୍ରେମ ପ୍ରତାରଣାର ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଡମଣା ଛକ ନିକଟରେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦ୍ୱିତୀୟ ପ୍ରେମିକ ସହ ବାଇକରେ ବୁଲୁଥିବା ବେଳେ ଧରା…

ଅଣ୍ଡରଟେକରଙ୍କୁ ଅଣ୍ଡରଏଷ୍ଟିମେଟ୍‌ କରିବା ପଡ଼ିଲା ମହଙ୍ଗା, ଦେଖନ୍ତୁ କେମିତି ପହିଲିମାନ୍‌କୁ ନିଜ ଅନ୍ଦାଜରେ କଚାଡ଼ିଲେ…

ନୂଆଦିଲ୍ଲୀ: ଡବ୍ଲ୍ୟୁଡବ୍ଲ୍ୟୁଇର ସବୁଠାରୁ ଦୁର୍ଦ୍ଦାନ୍ତ ଫାଇଟର ଡେଡ୍‌ମ୍ୟାନ ଓରଫ ଅଣ୍ଡରଟେକର ଦୀର୍ଘ ଦିନ ବ୍ୟବଧାନରେ ପୁଣିଥରେ ରିଙ୍ଗ୍‌କୁ ଓହ୍ଲାଇଛନ୍ତି। ଏ ଅବସରରେ WWE ର ସ୍ମେକଡାଉନ୍‌ ଭିଡ଼ିଓ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି। ଏହାସହ ପଢନ୍ତୁ: ଝିଅ ଜିଭା ଓ ହାର୍ଦ୍ଦିକ…

ନିଆଳି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମରଣାନ୍ତକ ଆକ୍ରମଣ

ନିଆଳି(କେନ୍ୟୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ। କଟକ ଜିଲ୍ଲା ନିଆଳି ଥାନା ପୋଦନା ଗାଁରେ ଦୁଇପରିବାର ପରସ୍ପରକୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏଥିରେ ଉଭୟ ପକ୍ଷର ୫ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ଜଣ ମହିଳା ରହିଛନ୍ତି। ସମସ୍ତ…

ଭାଇରାଲ ହେଲା ସାପ ଓ କୁମ୍ଭୀର ଲଢେଇର ବିରଳ ଦୃଶ୍ୟ,  ଯାହାକୁ ଦେଖିଲେ ଲୋମଟାଙ୍କୁରି ଉଠିବ

ଅଜଗର  ଓ  ସାପର ଲଢେଇରେ ଏକ ଫଟୋ  ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଶରୀରର ଲୋମ ଟଙ୍କୁରୀ ଉଠିବ। ଏହି ଫଟୋଟିରେ ଏକ ଅଜଗର ଏକ ବିଶାଳକାୟ କୁମ୍ଭୀରକୁ ଗୋଟା ଗିଳି ଦେଉଥିବାରୁ ଦେଖିବାକୁ ମିଳିଛି। ଏହି ଫଟୋ ଗୁଡିକୁ ଜିଜି ୱାଇଲ୍ଡ ଲାଇଫ୍ ରେସକ୍ୟୁ ନିଜ ଫେସବୁକ…

ଖରାପ ନୁହେଁ ଜୀବନ ସାଥୀ ସହ ଝଗଡା କରିବା, ରାଗ କୁ ପିଇ ଯିବା ହିଁ ବିପଦଜ୍ଜନକ

ସବୁ ସମ୍ପର୍କରେ ମନମାଳିନ୍ୟ ଥାଏ । ଉଭୟ ଭଲ ଏବଂ ମନ୍ଦର ପ୍ରଭାବ ସମସ୍ତଙ୍କ ସମ୍ପର୍କ ଉପରେ ପଡିଥାଏ । ତେଣୁ ସମ୍ପର୍କରେ ଝଗଡା ହେବା ସାଧାରଣ କଥା । ଆଉ ଝଗଡା ହେବା ପରେ ଉଭୟଙ୍କ ମନ ଉଦାସ ହୋଇଯାଇଥାଏ । କିନ୍ତୁ ସବୁଠାରୁ ଜରୁରୀ କିଭଳି ଏହି ସମସ୍ୟାର ସମାଧାନ କରିବେ ଏବଂ ପୂର୍ବ ଭଳି…

କଟକ : ଜମି ବିବାଦକୁ ନେଇ ହଣାକଟା, ୫ ମହିଳା ସମେତ ଜଣେ ପୁରୁଷ ଆହତ

କଟକ : ଜମି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ହଣାକଟା । ଏତିରେ ୫ ମହିଳା ସମେତ ଜଣେ ପୁରୁଷ ଆହତ । ଆହତଙ୍କ ମଧ୍ୟରୁ ୩ଜଣ ଗୁରୁତରଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଘଟିଛି କଟକ ଜିଲା ସୁକରପଡା ଗାଁରେ । ଏହ ଘଟଣାରେ ପୋଲିସ୍‌ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି…