Browsing Tag

fighting crow and bird

ବଣି ଚଢେଇ ଛୁଆକୁ ଧରିଥିଲା କାଉ, ଆଉ ନିଜ ଛୁଆ ଜୀବନ ବଞ୍ଚାଇବା ପାଇଁ ମା’ କିଛି ବି କରିପାରେ: ଦେଖନ୍ତୁ ଭିଡିଓ

ସେ ପରା ମା’। ନିଜ ଛୁଆ ଜୀବନକୁ କେମିତି ବାଜି ଲଗେଇଥାନ୍ତା। ତେଣୁ ନିଜ ଜୀବନକୁ ବାଜି ଲଗାଇ ଛୁଆକୁ ବଞ୍ଚାଇବା ତା’ର ପ୍ରଥମ କର୍ତ୍ତବ୍ଯ ବୋଲି ସେ କିଛି ବିଚାର ନ କରି ଲଢିଗଲା। ନିଜଠାରୁ ବଳବାନ ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇପଡିଲା। ଜୀବନ ବଞ୍ଚାଇବା ପାଇଁ ଯେକୌଣସି ବ୍ଯକ୍ତି ନିଜର…