ପ୍ରୋ ଲିଗ ମହିଳା ହକି, ୩-୨ରେ ଇଂଲଣ୍ଡକୁ ହରାଇଲା ଭାରତ
୩-୨ରେ ଇଂଲଣ୍ଡକୁ ହରାଇଲା ଭାରତ। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରୋ ଲିଗ ମହିଳା ହକିର ଆଜି ପ୍ରଥମ ଦିନର ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ ଇଂଲଣ୍ଡ । ଇଂଲଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଛି ଭାରତ । ପ୍ରଥମରୁ ଭାରତୀୟ ଟିମ୍ ଆକ୍ରମଣାତ୍ମକ ଖେଳିଥିଲା । ପ୍ରଥମ…