FIH ପ୍ରୋ ଲିଗ: ନେଦରଲାଣ୍ଡସ ଠାରୁ ହାରିଲା ଭାରତୀୟ ମହିଳା ଟିମ୍
ରାଉରକେଲା (କେନ୍ୟୁଜ): ଭୁବନେଶ୍ବର ପରାଜୟର ପ୍ରତିଶୋଧ ରାଉରକେଲାରେ । ରାଉରକେଲାରେ ଚାଲିଥିବା ମହିଳା ହକି ପ୍ରୋ ଲିଗରେ ଚୀନକୁ ୨-୦ ଗୋଲରେ ହରାଇଛି ଅଷ୍ଟ୍ରେଲିଆ । ପୂର୍ବ ମ୍ୟାଚରେ କଳିଙ୍ଗ ଷ୍ଟାଡିୟମରେ ଚୀନ ଠାରୁ ପରାସ୍ତ ହୋଇଥିଲା ଅଷ୍ଟ୍ରେଲିଆ ଦଳ । ତେବେ ଗତକାଲି ରାଉରକେଲାରେ ଚମତ୍କାର…