ଜୁନିଅର ହକି ବିଶ୍ୱକପରେ ପ୍ରଥମ ମ୍ୟାଚ ଜିତିଲା ବେଲଜିୟମ୍, ୫-୧ରେ ସାଉଥ ଆଫ୍ରିକାକୁ ଦେଲା ମାତ୍
ଜୁନିଅର ହକି ବିଶ୍ୱକପରେ ପ୍ରଥମ ମ୍ୟାଚ ଜିତିଲା ବେଲଜିୟମ । ୫-୧ରେ ସାଉଥ ଆଫ୍ରିକାକୁ ହରାଇଲା ବେଲଜିୟମ । ବେଲଜିୟମ ତରଫରୁ ସର୍ବାଧିକ ୨ଟି ଗୋଲ କରିଛନ୍ତି ଡି ରୋମାନ୍ । ବେଲଜିୟମ ପକ୍ଷରୁ ମ୍ୟାଚର ୭ ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ।
ଏହାପରେ ବାରମ୍ବାର…