ରିଲିଜ୍ ହେଲା ‘ଦି ବକିଙ୍ଗହମ୍ ମର୍ଡର୍ସ’ର ଟ୍ରେଲର୍, ନଜର ଆସିଲା କରିନା କପୁରଙ୍କ ଦମଦାର ଅଭିନୟ
କରୀନା କପୁରଙ୍କ ଅଭିନୀତ ଫିଲ୍ମ "ବକିଙ୍ଗହମ୍ ମର୍ଡର୍ସ" ବିଷୟରେ ଘୋଷଣା ହେବା ପରଠାରୁ ଅଭିନେତ୍ରୀଙ୍କ ଫ୍ୟାନ୍ସମାନେ ଏହାକୁ ନେଇ ବହୁତ ଆଗ୍ରହୀ ଅଛନ୍ତି । ବର୍ତ୍ତମାନ ଏହି ମର୍ଡର ମିଷ୍ଟ୍ରି ରିଲିଜ ପାଇଁ ଆଉ କିଛି ଦିନ ବାକି ଅଛି, ଏହି ସମୟରେ ନିର୍ମାତାଙ୍କ ଦ୍ୱାରା ଫିଲ୍ମର ଟ୍ରେଲର ରିଲିଜ୍…