Browsing Tag

film 83

ପରଦାକୁ ଆସିଲା ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘83’

ମୁମ୍ବାଇ: ପରଦାକୁ ଆସିଲା ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘83’ । ପ୍ରାୟ ଦେଢ ବର୍ଷ ହେବ ଦର୍ଶକ ଏହି ଫିଲ୍ମକୁ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରି ରହିିଛନ୍ତି। ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ୱ କପ ହାତେଇ ଥିଲା ଭାରତୀୟ କ୍ରିକେଟ ଟିମ୍‌। କ୍ୟାପଟେନ କପିଲ ଦେବଙ୍କ ନେତୃତ୍ୱରେ…

କେଜରିଓ୍ଵାଲଙ୍କ ବଡ଼ ଉପହାର: ରଣବୀର ସିଂହଙ୍କ ଫିଲ୍ମ ‘୮୩’ କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ଦିଲ୍ଲୀ ସରକାର

କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ୍‌ ଟିମ୍‌ ୧୯୮୩ ମସିହାରେ ବିଶ୍ୱକପ୍‌କୁ ନିଜ ନାଁରେ କରିଥିଲା। ଏହି ଐତିହାସିକ ବିଜୟୀ ଉପରେ କବୀର ଖାନ୍‌ ଏକ ଫିଲ୍ମ ତିଆରି କରିଛନ୍ତି, ଯାହାର ନାଁ ରହିଛି ୮୩। ଡିସେମ୍ବର ୨୪ ତାରିଖରେ ୮୩ ପରଦାକୁ ଆସିବ। ତେବେ ଏହି ଫିଲ୍ମର ରିଲିଜ୍‌କୁ ନେଇ…

ଆସିଗଲା ‘୮୩’ର ଟିଜର, ସେହି ଐତିହାସିକ ବିଜୟ ଦେଖିଲେ ଛଳଛଳ ହୋଇଯିବ ଆଖି; ଏହି ଦିନ ରିଲିଜ୍‌ ହେବ ଧମାକାଦାର ଟ୍ରେଲର

ଅପେକ୍ଷାର ଅନ୍ତ ଘଟିଛି। ରଣବୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ର ଟିଜରକୁ ରିଲିଜ୍‌ କରି ଦିଆଯାଇଛି। ତାଙ୍କର ଏହି ଅପକମିଙ୍ଗ୍‌ ଫିଲ୍ମ ୨୪ ଡିସେମ୍ବରରେ ସିନେମାଘରେ ରିଲିଜ୍‌ ହେବ। ଫିଲ୍ମର କାହାଣୀ ୧୯୮୩ରେ ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ଜିତିବା ଉପରେ ଆଧାରିତ ରହିଛି। ମହାନ କ୍ରିକେଟର…

ଅପେକ୍ଷାର ଅନ୍ତ, ରଣବୀର ସିଂଙ୍କ ଫିଲ୍ମ ‘୮୩’ ଏହିଦିନ ହେବାକୁ ଯାଉଛି ରିଲିଜ୍‌, ତାରିଖ ଘୋଷଣା କଲେ ନିର୍ଦ୍ଦେଶକ

ନିକଟରେ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ୍‌ ବଟମ୍‌’ର ରିଲିଜ୍‌ ଡେଟ୍‌ ସାମ୍ନାକୁ ଆସିବା ପରେ ଏବେ ଆଉ ଏକ ବଡ଼ ଫିଲ୍ମର ରିଲିଜ୍‌ ଡେଟ୍‌ ଘୋଷଣା କରାଯାଇଛି। ୨୦୨୦ରେ ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମଗୁଡ଼ିକ ମଧ୍ୟରୁ ରଣବୀର ସିଂଙ୍କ ‘୮୩’ର ରିଲିଜ୍‌ ଡେଟ୍‌ ଆସିଯାଇଛି। କ୍ରିକେଟ…

ଫିଲ୍ମ ‘୮୩’ରେ ନିଜ ଭୂମିକାକୁ ନେଇ ଟ୍ଵିଟ୍‌ କରିବା ଦୀପିକାଙ୍କୁ ପଡ଼ିଲା ମହଙ୍ଗା, ଚିନ୍ତାଧାରା ବଦଳାଇବାକୁ ପରାମର୍ଶ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ନିଜ ଫିଲ୍ମ ‘୮୩’ କୁ ନେଇ ଟ୍ଵିଟ୍‌ କରି ବିବାଦରେ ଫସିଛନ୍ତି। ଏହି ଟ୍ଵିଟ୍‌ ଯୋଗୁ ଦୀପିକାଙ୍କୁ ଲୋକମାନେ ବିଭିନ୍ନ କଟୁକଥା କହୁଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ନିଜ ଭୂମିକାକୁ ନେଇ ଦୀପିକା ଏକ ଟ୍ଵିଟ୍‌ କରିଥିଲେ। ଟ୍ଵିଟ୍‌ରେ ସେ କପିଳ…

ରଣବୀର ସିଂହ ନିଜ ଜନ୍ମଦିନରେ ଦେଲେ ଷ୍ପେଶାଲ ଉପହାର, କପିଲ ଦେବଙ୍କ ଲୁକରେ ନିଜର ପ୍ରଥମ ଫଟୋ କଲେ ସେୟାର

ରଣବୀର ସିଂହ ନିଜର ଜନ୍ମଦିନରେ ଫ୍ୟାନ୍ସଙ୍କୁ ଏକ ବହୁତ ବଡ ଖାସ୍ ଉପହାର ଦେଇଛନ୍ତି। ସେହି ଉପହାରଟି ହେଉଛି ରରବୀର ନିଜର ଆଗାମୀ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍ ରିଲିଜ୍ କରିଛନ୍ତି। ଏହି ଲୁକରେ ରଣବୀର ସିଂହ ଅବିକଳ କପିଲ ଦେବଙ୍କ ଭଳି ଦେଖାଯାଉଛନ୍ତି। ଏହି ଫିଲ୍ମ ୧୯୮୩ରେ ହୋଇଥିବା ବିଶ୍ବକପ ଉପରେ…

ବଲିଉଡରେ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି କପିଲ ଦେବଙ୍କ ଝିଅ ଅମିୟା, ଜାଣନ୍ତୁ କେଉଁ ଫିଲ୍ମରେ ଆସିବେ ନଜର

‘ଗଲୀ ବୟ’ ଫିଲ୍ମ ପରେ ବର୍ତ୍ତମାନ ରଣବୀର ସିଂହ ନିଜର ପରବର୍ତ୍ତୀ ଫିଲ୍ମ ‘୮୩’ ର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଫିଲ୍ମ ୧୯୮୩ ମସିହାରେ ହୋଇଥିବା ୱାଲର୍ଡ କପ ଉପରେ ଆଧାରିତ । ‘୮୩’ ର ନିର୍ଦ୍ଦେଶନା ଦେଇଛନ୍ତି  କବିର ଖାନ୍। ଫିଲ୍ମର ଲିଡ୍ ରୋଲରେ ଥିବା ରଣବୀରଙ୍କୁ କ୍ରିକେଟ ଶିଖାଇବାର…