Browsing Tag

film pathan

ଏବେ ଭାରତରେ ମୂର୍ଖଙ୍କ ସଂଖ୍ୟା ୯୫ % ହୋଇଗଲାଣି, ଫିଲ୍ମ ‘ପଠାନ’ ଦେଖିବା ଲୋକଙ୍କ ଉପରେ ର୍ପୂବତନ ସୁପ୍ରିମକୋର୍ଟ…

ଅଭିନେତା ଶାହାରୁଖ ଖାନ୍‌ ଙ୍କ ଫିଲ୍ମ ‘ପଠାନ’ କୁ ନେଇ ପ୍ରଥମରୁ ବହୁ ବିବାଦ ଦେଖାଯାଇଛି । ଫିଲ୍ମର ମୁକ୍ତିଲାଭ କରିବାକୁ ନେଇ ମଧ୍ୟ ବିରୋଧ କରାଯାଉଥିଲା । ହେଲେ ଗତକାଲି ଫିଲ୍ମ ରିଲିଜ ହେବା ପରେ ମଧ୍ୟ ଏହାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି । ପ୍ରଥମ ଦିନରେ ଫିଲ୍ମ ୫୭ କୋଟି ଟଙ୍କା ଆୟ…

ବିବାଦରେ ଶାହରୁଖଙ୍କ ଫିଲ୍ମ ପଠାନ: ଦୀପିକାଙ୍କ ବିକିନିକୁ ନେଇ କଣ୍ଟ୍ରୋଭର୍ସି

କେନ୍ୟୁଜ୍(ବ୍ୟୁରୋ): ବିବାଦରେ ଶାହରୁଖ ଓ ଦୀପିକାଙ୍କ ଅଭିନୀତ ଫିଲ୍ମ 'ପଠାନ' । ନିକଟରେ ରିଲିଜ ହୋଇଥିବା 'ବେଶରମ୍‌ ରଙ୍ଗ୍‌' ଗୀତକୁ ନେଇ ଉପୁଜିଛି ବିବାଦ । ଦୀପିକା ଗୀତରେ ବିକିନିରେ ନଜର ଆସିଛନ୍ତି । ଯାହାକୁ ନେଇ କଣ୍ଟ୍ରୋଭର୍ସି ଆରମ୍ଭ ହୋଇଛି । ଗୀତର କିଛି ଦୃଶ୍ୟକୁ ନେଇ ବି ବିବାଦ…

‘ଲାଲ ସିଂହ ଚଡ୍ଡା’ ପରେ ଏବେ ଜୋର୍‌ ଧରିଛି ‘ପଠାନ୍‌’କୁ ବୟକଟ୍‌ କରିବାକୁ ଦାବି, ଟ୍ରେଣ୍ଡ୍‌ କରୁଛି #BoycottPathan

ଏବେ ଫିଲ୍ମକୁ ବୟକଟ୍‌ କରିବା ଏକ ସାଧାରଣ କଥା ହୋଇଗଲାଣି। କିଛି ଦିନ ତଳେ ଅମୀର ଖାନ୍‌ଙ୍କ ଫିଲ୍ମ ଲାଲ ସିଂହ ଚଡ୍ଡାକୁ ବହିଷ୍କାର କରାଯାଉଥିଲା। ଏଥିସହ ଟ୍ଵିଟରରେ #Boycottlalsinghchadda ଟ୍ରେଣ୍ଡ୍‌ କରୁଛି। ଅନ୍ୟପଟେ ଏବେ ଶାହାରୁଖ ଖାନ୍‌ଙ୍କ ପଠାନ୍‌ଙ୍କୁ ମଧ୍ୟ ବୟକଟ୍‌ କରିବା…

ଏକା ସାଙ୍ଗରେ ଗୋଟିଏ ଫିଲ୍ମରେ ଆସିବେ ସୁପର ଷ୍ଟାର ଶାହରୁଖ, ସଲମାନ, ଦୀପିକା ପାଦୁକୋନ ଓ ଜନ୍‌ ଆବ୍ରାହାମ

ନୂଆ ବର୍ଷରେ ଆସିବାକୁ ଯାଉଛି ଅନେକ ହାଇ ବଜେଟ ର ବଲିଉଡ ଫିଲ୍ମ । ଯେଉଁଥିରେ ଖାଲି ବଲିଉଡ ସୁପରଷ୍ଟାର ନୁହେଁ ଟଲିଉଡ ସୁପରଷ୍ଟାର ମଧ୍ୟ ରହିଛନ୍ତି । ତେବେ ୨୦୨୨ ମସିହାରେ ହଲ୍‌ ରେ ରିଲିଜ ହେବାର ଥିବା ଫିଲ୍ମ ଗୁଡିକ ମଧ୍ୟରୁ ଯେଉଁ ଦଶଟି ହାଇ ବଜେଟ ଫିଲ୍ମ ଆସିବ , ସେଥିରେ ବଲିଉଡ ବାଦ୍ସା…

ଶାହରୁଖ ଖାନଙ୍କ ‘ପଠାନ’ରେ କେମିଓ କରିବେ ସଲମାନ, ବିଗବସ୍-୧୪ରେ କରିଥିଲେ ଘୋଷଣା

ସଲମାନ ଖାନ ଏବଂ ଶାହରୁଖଙ୍କ ମଧ୍ୟରେ ଥିବା ବନ୍ଧୁତା କାହାକୁ ଅଛପା ନାହିଁ। ଦୁହିଁଙ୍କ ନାମ ଇଣ୍ଡଷ୍ଟ୍ରୀରେ ବେଶ ଚର୍ଚ୍ଚିତ। ଦୁହିଁଙ୍କୁ ଏକାଠି ଦେଖିବା ପାଇଁ ଫ୍ଯାନ ଅନେକ ଦିନରୁ ଚାହିଁ ବସିଛନ୍ତି। ଦୁହେଁ ଅନେକ ଦିନରୁ ଏକାଠି କୌଣସି ଫିଲ୍ମ ମଧ୍ୟ କରିନାହାନ୍ତି। ଶେଷଥର ପାଇଁ ସଲମାନ ଏବଂ…

ବିଗ୍‌ବସ୍‌ ପରେ ‘ପଠାନ୍‌’ର ସୁଟିଂ ଆରମ୍ଭ କରିବେ ସଲମାନ୍‌ ଖାନ୍‌, ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିବେ ଶାହାରୁଖ

ବିଗ୍‌ବସ୍‌ର ସୁଟିଂ ପରେ ‘ପଠାନ୍‌’ ଫିଲ୍ମର ସୁଟିଂ ଆରମ୍ଭ କରିବେ ସୁପରଷ୍ଟାର ସଲମାନ୍‌ ଖାନ୍‌। ଏନେଇ ନିଜେ ସଲମାନ୍‌ ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଶାହାରୁଖ ଖାନ୍‌ ନଜର ଆସିବେ। ଫିଲ୍ମର ନିର୍ମାଣ ୟଶରାଜ୍‌ ଫିଲ୍ମସର ବ୍ୟାନରରେ ହେବାକୁ ଯାଉଛି। ‘ଓ୍ଵାର’ ଫିଲ୍ମର…

‘ଡନ୍‌ ୨’ର ଗେଟ୍‌ଅପ୍‌ ସହ ମିଶୁଛି ଶାହାରୁଖ ଖାନ୍‌ଙ୍କ ‘ପଠାନ୍‌’ର ଲୁକ୍‌, ଭାଇରାଲ ହେଲା ଫଟୋ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ୍‌ଙ୍କ ଫିଲ୍ମ ଦେଖିବାକୁ ଫ୍ୟାନ୍‌ମାନେ ଚାତକ ଭଳି ଚାହିଁ ରହିଛନ୍ତି। ଦୀର୍ଘଦିନ ହେବ ଶାହାରୁଖଙ୍କର କୌଣସି ଫିଲ୍ମ ପରଦାକୁ ଆସିନାହିଁ। ଶେଷ ଥର ପାଇଁ ଶାହାରୁଖଙ୍କୁ ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହା ପରଠୁ ସେ ରୂପେଲ ପରଦାରୁ ଏକ ପ୍ରକାରର…