Browsing Tag

FILM TADAP

ଖୁବ ଶୀଘ୍ର ପରଦା ଉପରକୁ ଆସୁଛନ୍ତି ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ, ଫିଲ୍ମ “ତଡପ”ରେ କରିବେ ଡେବ୍ୟୁ

୯୦ ଦଶକର ସୁପର ହିଟ ହିରୋ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ "ତଡପ" ରିଲିଜ ହେବା ଅପେକ୍ଷାରେ । ସାଉଥ ସୁପରହିଟ ଫିଲ୍ମ "RX 100"ର ଏହା ରିମେକ ବୋଲି କୁହାଯାଉଛି । ଫିଲ୍ମରେ ଆହାନଙ୍କ ବିପକ୍ଷରେ ଲିଡ଼ ରୋଲରେ ନଜର ଆସିବେ ତାରା ସୁତାରୀଆ । ଫିଲ୍ମର ଗୀତ ଗୁଡିକ…