କେବେ ରିଲିଜ ହେବ ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ୍ ୩’? ଖୁଲାସା କଲେ ଫିଲ୍ମ ନିର୍ମାତା
ବଲିଉଡ ଅଭିନେତା ଅଜୟ ଦେବଗନ ଆଜିକାଲି ନିଜ ଆଗାମୀ ଫିଲ୍ମ "ସୈତାନ" ପାଇଁ ଖୁବ ଚର୍ଚ୍ଚାରେ ଅଛନ୍ତି । ଗତକାଲି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଯାହା ଦର୍ଶକଙ୍କ ଉତ୍ସାହକୁ ବହୁଗୁଣିତ କରିଛି । ଏହାର ନାମ "ସୈତାନ" ପରି ଏହା ଏକ ଭୟଙ୍କର କାହାଣୀ । ଏହି ଫିଲ୍ମର ଟ୍ରେଲରର କିଛି ଦୃଶ୍ୟ…