ବାୟୁ ପ୍ରଦୂଷଣ: ନଡ଼ା ଜାଳିଲେ ୩୦ ହଜାର ଟଙ୍କା ଜରିମାନା, ପେନାଲ୍ଟି ରାଶିକୁ ଦୁଇ ଗୁଣ କଲେ କେନ୍ଦ୍ର ସରକାର
ଏଣିକି ନଡ଼ା ଜାଳିଲେ ୩୦ ହଜାର ଟଙ୍କା ଦେବେ ଜରିମାନା । ପେନାଲ୍ଟି ରାଶିକୁ ଦୁଇ ଗୁଣ କରିଛନ୍ତି କେନ୍ଦ୍ର ସରକାର । ପ୍ରତିବର୍ଷ ଶୀତ ଆରମ୍ଭ ହେବା ସହିତ ଦିଲ୍ଲୀରେ ପ୍ରଦୂଷଣ ସ୍ତର ମଧ୍ୟ ବଢ଼ିଯାଇଥାଏ । ଚଳିତ ବର୍ଷ ବି ଏମିତି କିଛି ଦେଖିବାକୁ ମିଳିଛି । ଦିଲ୍ଲୀରେ ଶୀତ ବୃଦ୍ଧି ଏବଂ ପବନର ଧିମା…