Browsing Tag

fine collection

ଲଦାଖ ଭ୍ୟାଲିରେ ଆଇନ ଅମାନ୍ୟ କରି ଦମ୍ପତ୍ତିଙ୍କ ଠାରୁ ଆଦାୟ ହେଲା ୫୦ ହଜାର ଟଙ୍କାର ଫାଇନ, କାହିଁକି ଜାଣନ୍ତୁ

ପୁଣି ଥରେ ପର୍ଯ୍ୟଟକ ମାନେ ଧରା ପଡିଛନ୍ତି । କଟକଣା ଲାଗିଥିବା ସ୍ଥାନକୁ SUV ନେଇ ଅବାଧରେ ପ୍ରବେଶ କରିବାକୁ ନେଇ ଏହି ପର୍ଯ୍ୟଟକ ଦଳ ପୋଲିସ ହାତରେ ଧରାପଡ଼ି ଦଣ୍ଡିତ ହୋଇଛନ୍ତି । କିଛି ଦିନ ତଳେ ଲେହ ପୋଲିସ ପକ୍ଷରୁ ଦୁଇଟି ଫଟୋ ଫେସବୁକ ପେଜରେ ପୋଷ୍ଟ କରାଯାଇଛି । ପ୍ରକୃତରେ ଘଟଣାଟି ଘଟିଛି…

ଭୁବନେଶ୍ୱରରେ ଏକ ସ୍କୁଲ ବସ୍‌କୁ ୨ଲକ୍ଷ ୩୩ ହଜାର ୨୩୪ ଟଙ୍କା ଜରିମାନା

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଏକ ସ୍କୁଲ ବସ୍‌କୁ ୨ଲକ୍ଷ ୩୩ ହଜାର ୨୩୪ ଟଙ୍କା ଜରିମାନା। ଫିଟନେସ୍‌ ଓ ପରମିଟ୍‌ ନଥିବାରୁ ଜରିମାନା ଲଗାଇଛି ଆଞ୍ଚଳିକ ପରିବହନ ବିଭାଗ । ସକାଳୁ ବସ୍‌ଟି ପିଲାଙ୍କୁ ନେଇ ସ୍କୁଲ ଯାଉଥିବା ବେଳେ ଡମଣା ଛକରେ ଚେକିଂରେ ଧରାପଡ଼ିଥିଲା । ସ୍କୁଲ ପିଲାଙ୍କୁ…

ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୧୫ ଲକ୍ଷ ଫାଇନ୍‌ ଆଦାୟ, ୨୪ ଘଣ୍ଟାରେ ୫ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଆଜିକାଲି ଯାହା ପରିସ୍ଥିତି ଚାଲିଛି ସଭିଁଏ ଚିନ୍ତାରେ। ତା ଉପରେ ହେଲ୍‌ମେଟ୍‌ ଓ ମାସ୍କ ଚେକିଂରେ ଫାଇନ୍ ଗଣି ଗଣି ଲୋକେ ନାକେଦମ। ତଥାପି ବୁଝୁବାର ନା ନଉନାହାନ୍ତି। ବାରମ୍ବାର କରିଚାଲିଛନ୍ତି କଟକଣାକୁ ବେଖାତିର୍।  ଏବେ ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ ।…

ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଦିନକରେ ଆଦାୟ ହେଲା ୨୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା

ଭୁବନେଶ୍ବର(କେନ୍ଯୁଜ):  ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ରାଜ୍ୟରେ ଦିନକରେ ଆଦାୟ ହୋଇଛି ୨୩ ଲକ୍ଷ ୨ ହଜାର ୩୫୦ ଟଙ୍କା ଫାଇନ୍‌ । ଗତ ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୧୪ ଜଣ । ସେହିପରି ୨ଟି ମାମଲା ରୁଜୁ ହେବା ସହ ୭୦୯ ଟି ଗାଡି ଜବତ ହୋଇଛି । ଏନେଇ ସୂଚନା ଦେଇଛି ଓଡିଶା ପୋଲିସ୍‌ ।…

ଆଗରେ ବନ୍ଦ କିନ୍ତୁ ଭିତରେ ଖୋଲା, ପୋଲିସ ଚଢ଼ାଉ କରି ଦୋକାନ ସିଲ୍‌ କରିବା ସହ ଲଗାଇଲା ଭାରି ଜରିମାନା

ଭୁବନେଶ୍ୱର (କେନ୍ୟୁଜ) : ମହଙ୍ଗା ପଡିଲା କୋଭିଡ୍‌ ନିୟମ ଉଲ୍ଲଂଘନ । ରଜ ପାଇଁ କିଣାକିଣି ଚାଲିଥିବାବେଳେ ଦୋକାନ ସିଲ୍‌ କଲା ପୋଲିସ। ଭୁବନେଶ୍ୱର ଝାରପଡ଼ା ଜେଲ୍‌ ନିକଟରେ ଥିବା ସଗୁନ ଲୁଗା ଦୋକାନରେ ପୋଲିସର ଚଢାଉ। ଦୋକାନ ମାଲିକଙ୍କ ସହ ୨ଜଣ ଗ୍ରାହକଙ୍କୁ ଅଟକ ରଖାଯାଇଛି। କୋଭିଡ୍‌ ନିୟମ…

ବଜାରରେ ପ୍ରବଳ ଭିଡ, ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୫ ଲକ୍ଷ ୫୨ ହଜାରରୁ ଅଧିକ ଫାଇନ ଆଦାୟ

ଭୁବନେଶ୍ୱର (କେନ୍ୟୁଜ) : ସାବିତ୍ରୀ ବ୍ରତ ପାଇଁ ବଜାରରେ ଭିଡ । କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପୋଲିସ। ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୫ ଲକ୍ଷ ୫୨ ହଜାରରୁ ଅଧିକ ଫାଇନ ଆଦାୟ ହୋଇଛି । ୩୧୪ଟି ଗାଡି ସିଜ୍‌ କରାଯାଇଥିବାବେଳେ ୨୩ ଜଣଙ୍କୁ ଗିରଫ କରିଛି…

ଲକ୍‌ଡାଉନର ଦ୍ୱିତୀୟ ଦିନରେ ଚେକିଂ କଡ଼ାକଡ଼ି, ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୧୫ କୋଟି ଟଙ୍କା ଫାଇନ୍‌

କେନ୍ୟୁଜ୍(ବ୍ୟୁରୋ):  ସୀମାରେ କଡ଼ା ପହରା । ଚେକ୍‌ ପୋଷ୍ଟ କରି ଜଗିଛି ପୋଲିସ । ପ୍ରବାସୀଙ୍କୁ କଡ଼ାକଡ଼ି ଯାଞ୍ଚ କରାଯାଉଛି । ପ୍ରମାଣପତ୍ରର ଚେକିଂ ଓ ଥର୍ମାଲ ସ୍କ୍ରିନିଂ ପରେ ମିଳୁଛି ପ୍ରବେଶ ଅନୁମତି । ଲକ୍ଷଣ ଥିଲେ ନୁମନା ପରୀକ୍ଷା ହେଉଛି । ପଡ଼ୋଶୀ ରାଜ୍ୟରୁ ଯେଉଁମାନେ ଫେରୁଛନ୍ତି…

ଗ୍ରାମାଞ୍ଚଳରେ ପ୍ରଥମଥର, ନାବାଳକ ବାଇକ୍‌ ଚାଳକକୁ ଲାଗିଲା ୩୦ ହଜାର ଟଙ୍କାର ଫାଇନ୍‌

ଟାଙ୍ଗୀ (କେନ୍ୟୁଜ୍‌) : ତାଗିଦ ପରେ ଏବେ କାର୍ଯ୍ୟାନୁଷ୍ଠାନ । ଗାଡ଼ି ମଟର ଯାଞ୍ଚ ବେଳେ ଜଣେ ନାବାଳକ ବାଇକ୍‌ ଚାଳକକୁ ଲାଗିଛି ୩୦ ହଜାର ଟଙ୍କାର ଫାଇନ୍‌ । ଖୋର୍ଦ୍ଧା ଜିଲ୍ଲା ଅଧୀନ କୁହୁଡି ଫାଣ୍ଡି ପୋଲିସ୍ ଓ ଭୁବନେଶ୍ୱର ଏମଭିଆଇ ମିଳିତ ଯାଞ୍ଚ ବେଳେ ଏହି ଘଟଣା ଘଟିଛି । ଯାଞ୍ଚ ଅଧିକାରୀଙ୍କ…

ଫାଇନ ଭୟରେ ଥାନା ଅଧିକାରୀଙ୍କୁ ଧକ୍କା ଦେଲା ଅଟୋ ଡ୍ରାଇଭର , ପରେ କଣ ହେଲା ଜାଣନ୍ତୁ

୧ ସେପ୍ଟମ୍ବରରୁ ଲଗୁ ହୋଇଥିବା ନୂଆ ଏମଭି ନିୟକୁ ନେଇ  ନେଇ ଚର୍ଚ୍ଚା ଜାରି ରହିଛି ।  ଲୋକଙ୍କୁ ୨୩ ହଜାରରୁ ଆରମ୍ଭ କରି ୫୯ ହଜାର ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟାଯାଉଛି । ଏହାର ପ୍ରଭାବ ଝାରଖଣ୍ଡରେ ମଧ୍ୟ ଦେଖିବାକୁ ମିଳୁଛି । କିଛି ବାହାନ ଚାଳକ କାଗଜପତ୍ର ଧରି ଚଲାଉଥିବା ବେଳେ ଅନ୍ୟପଟେ…