Browsing Tag

fine on 6 entities

ଫୋନ୍‌ ପେ ଓ ପିଏନ୍‌ବି ସମେତ ୬ ସଂସ୍ଥାକୁ ବଡ଼ ଝଟ୍‌କା ଦେଲା RBI, ଲଗାଇଲା ଏତେ କୋଟି ଟଙ୍କାର ଜରିମାନା

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ସୋଡେକ୍ସୋ ଓ ଫୋନ୍‌ ପେ ସମେତ ୬ ସଂସ୍ଥା ଉପରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୫.୭୮ କୋଟି ଟଙ୍କା ଜରିମାନା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। RBI ତରଫରୁ ପେମେଣ୍ଟ ଆଣ୍ଡ୍‌ ସେଟେଲମେଣ୍ଟ ସିଷ୍ଟମ୍‌ ଆକ୍ଟ, ୨୦୦୭ର ଧାରା ୩୦କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ…