fine to mamata banerjee

ମମତାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ଆଦେଶ କଲେ କଲିକତା ହାଇକୋର୍ଟ

ମମତାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା। ଏହି ଜରିମାନା କରିଛନ୍ତି କଲିକତା ହାଇକୋର୍ଟ । ନନ୍ଦିଗ୍ରାମ ନିର୍ବାଚନ ମାମଲାର ଶୁଣାଣିରୁ ବିଚାରପତି ଜଷ୍ଟିସ୍‌ କୌଶିକ ଚନ୍ଦାଙ୍କୁ ଅଲଗା…

3 years ago