ଆଇପିଏଲ ଆରମ୍ଭରୁ କୋହଲିଙ୍କୁ ଡବଲ ଝଟ୍କା, ଜରିମାନା ଲାଗିଲା ଆଉ ମ୍ୟାଚ ବି ଗଲା
ୟୁଏଇରେ ଚାଲିଛି କ୍ରିକେଟ ମହାକୁମ୍ଭ ଆଇପିଏଲ୍ ୨୦୨୦ ସିଜନ ୧୩। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କୁ ଆଇପିଏଲରେ ଆରମ୍ଭରୁ ଡବଲ ଝଟକା ଲାଗିଛି। ଗୁରୁବାର ଆରସିବି ନିଜ ବିଫଳତା ପାଇଁ ପଞ୍ଜାବଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏବେ ବିରାଟଙ୍କ ଉପରେ ଜରିମାନା ଲାଗିଛି।…