ଇନ୍ଷ୍ଟାଗ୍ରାମ୍ ଷ୍ଟୋରି’ରେ ଶିଖ୍ ସଂପ୍ରଦାୟକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ତୁଳନା କରିବା କଙ୍ଗନାଙ୍କୁ ପଡିଲା…
ପୁଣି ବିବାଦରେ ଫସିଛନ୍ତି ପଦ୍ମଶ୍ରୀ ପାଇଥିବା ଅଭିନେତ୍ରୀ କଙ୍କନା ରଣାଓ୍ଵତ। ଏକ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁଁ ବଢିଯାଇଛି କଙ୍ଗନାଙ୍କ ଅଡୁଆ। ‘ଇନ୍ଷ୍ଟାଗ୍ରାମ୍ ଷ୍ଟୋରି’ରେ ସମସ୍ତ ଶିଖ୍ ସମ୍ପ୍ରଦାୟଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଭାବେ ଅଭିହିତ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ…