Browsing Tag

fire

ନିଆଁ ଲାଗି ଜଳିଗଲା ପ୍ରାୟ ୨୦ ବଖରା ଘର, ପରିବାର ସର୍ବସ୍ବାନ୍ତ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି । ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ ଊର୍ଦ୍ଧ୍ୱ ଘର ଜଳିଯାଇଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ନଗଦ ଟଙ୍କାପଇସା, ଧାନଚାଉଳ,…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ହୁତୁ ହୁତୁ ହୋଇ ଜଳିଲା ଘର

ଘର ଛାତ ଫାଟି ଆଁ କରିଛି । ହୁତୁ ହୁତୁ ହୋଇ ଜଳୁଛି ଘର । ଏହି ଦୃଶ୍ୟ ଦେଖିଲାରୁ ଛାତି ଥରି ଉଠୁଛି । ଲୋମ ଟାଙ୍କୁରି ଉଠୁଛି । ଆମେ ଏହି ଦୃଶ୍ୟକୁ ଶବ୍ଦରେ ମଧ୍ୟ ବର୍ଣ୍ଣନା କରିପାରୁ ନୁ । କିଭଳି ଏହି ନିଆଁ ର ଆଁରେ ଜଳିଯାଇଛି ସମ୍ପୂର୍ଣ୍ଣ ଘର । ଏହି ନିଆଁକୁ ଦେଖିଲେ ଯେ କେହି ବି ଡରି ଯିବେ…

ବାରିପଦା: ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୪ ଅସୁସ୍ଥ

ବାରିପଦା (କେନ୍ୟୁଜ): ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ୍ ଅଫିସରେ ଅଗ୍ନିକାଣ୍ଡ । ବ୍ୟାଙ୍କ ଅଫ୍ ଇଣ୍ଡିଆର କାର୍ଯ୍ୟାଳୟ ଥିବା ତୃତୀୟ ମହଲାରେ ନିଆଁ ଲାଗିଥିବା ସୂଚନା ମିଳିଛି ।  ଏହି ଅଗ୍ନିକାଣ୍ଡରେ ପ୍ରବଳ ଧୂଆଁ ଯୋଗୁ ୪ ଜଣଙ୍କୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଛି । …

ଅବକାରୀ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ମୂଲ୍ୟବାନ କାଗଜପତ୍ର ସହ ଗାଡ଼ି ଜଳିପୋଡ଼ି ପାଉଁଶ

ଆନନ୍ଦପୁର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ବଡ଼ବିଲ ଅବକାରୀ ବିଭାଗ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଭୟାବହ ଅଗ୍ନିକାଣ୍ଡ । ବଡ଼ବିଲ ଥାନା କିରିବୁରୁ ଛକରେ ଥିବା କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି ।  ଏହି ଭୟାବହ ଅଗ୍ନିକାଣ୍ଡରେ ମୂଲ୍ୟବାନ କାଗଜପତ୍ର ସହ, ଜବତ ଗାଡ଼ି…

ଘରେ ନିଆଁ ଲାଗି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀର ସଦର ବଜାର ଅଞ୍ଚଳରେ ଅବସ୍ଥିତ ଏକ ଘରେ ଲାଗିଗଲା ନିଆଁ ଭୟରେ ବାଥରୁମ୍‌ରେ ପଶିଗଲେ ଦୁଇଭଉଣୀ । ହେଲେ ଦୁଇ ଭଉଣୀ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଥିଲେ। ଏନେଇ ଦିଲ୍ଲୀ ପୋଲିସ ଦେଇଛନ୍ତି ସୂଚନା ପୋଲିସ କହିବା ଅନୁଯାୟୀ, ଦିଲ୍ଲୀ ସଦର ବଜାରର ଚାମେଲିଆନ ରୋଡରେ ଥିବା…

ଶୋଇଥିବା ବେଳେ ଘରେ ନିଆଁ ଲାଗି ଗୋଟିଏ ପରିବାରର ୪ ସଦସ୍ୟ ମୃତ

ଗୁଜୁରାଟ ଦେବଭୋମି ଦ୍ୱାରକା ଜିଲ୍ଲାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଘରେ ନିଆଁ ଲାଗି ପରିବାରର ୪ ଜଣଙ୍କ ମୃତ୍ୟୁ ଘଟିଛି । ନିଆଁ ଲାଗିଯାଇଥିବାରୁ ପରିବାରର ଚାରିଜଣ ସଦସ୍ୟ ଝିଅ ସମେତ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି । ପୋଲିସ କହିବା ଅନୁଯାୟୀ, ଦ୍ୱାରକା ସହରର ଆଦିତ୍ୟ…

ମୁଡକି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ, କେହି ମୃତାହତ ହୋଇନଥିବା ସୂଚନା

ଭୁବନେଶ୍ୱର(କେନ୍ୟୁଜ୍‌) : ପଳାଶପଲ୍ଲୀ ପୁନମା ଗେଟ ନିକଟ ମୁଡକି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିବା ସୂଚନା । ଏନେଇ କାହାରି କୌଣସି କ୍ଷତି ଘଟି ନଥିବା ବେଳେ ନିଆଁକୁ ଆୟତ୍ତ କରାଯାଉଛି ।…

ପାଟିରେ ପେଟ୍ରୋଲ ଧରି ନିଆଁକୁ ଫୁଙ୍କିବା ବେଳେ ଅଘଟଣ; ପାଖରେ ଥିବା ଲୋକଙ୍କ ଦେହରେ ଲାଗି ୩ ଆହତ

ଗଞ୍ଜାମ (କେନ୍ୟୁଜ): ନିଆଁ ସାଥିରେ ଖେଳିବା ପଡ଼ିଲା ମହଙ୍ଗା । ବାହାଘର ପ୍ରୋସେସନରେ ପାଟିରେ ପେଟ୍ରୋଲ ଧରି ନିଆଁକୁ ଫୁଙ୍କିବା ବେଳେ ଘଟିଲା ଅଘଟଣ । ପାଖରେ ଛିଡା ହୋଇଥିବା ଲୋକଙ୍କ ଦେହରେ ନିଆଁ ଲାଗି ଯାଇଥିବା ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି । ଏହି ଭାଇରଲ ଭିଡିଓଟି ଗଞ୍ଜାମ ଜିଲ୍ଲା…

ରୋଷେଇ କରିବା ହେଲା କାଳ, ଚୂଲି ନିଆଁରେ ଜୀବନ୍ତ ଦଗ୍ଧ ହେଲେ ମହିଳା

ଜଳେଶ୍ୱର (କେନ୍ୟୁଜ) : ରୋଷେଇ କରୁଥିବା ବେଳେ ଚୂଲିରୁ ନିଆଁ ଲାଗି ଘର ସମେତ ମହିଳା ଜୀବନ୍ତ ଦଗ୍ଧ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୁଦମାନସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ, ଆଠବାଟିଆ ଗ୍ରାମର ଜୟନ୍ତୀ ବାରିକ କୁଦମାନସିଂ ଗ୍ରାମରେ ନିଜର…

ଘରପୋଡ଼ିରେ ଜଳିଗଲା ସବୁକିଛି, ଝିଅ ବାହାଘର କରିବୁ କେମିତି ?

ଘର ସବୁ ହୁତ ହୁତ ହୋଇ ଜଳୁ ଥାଏ l କିଏ ବାଲିଟି ରେ ପାଣି ତ କିଏ ପୁଣି ଦୌଡ଼ିଲା ଦମକଳ ଡାକିବାକୁ l ଘରକୁ ଘର ଏମିତି ଲାଗି ଲାଗି ରହିଛି ଯେ ଜଣେ ଗଲେ ଆଉ ଜଣେ ଯିବା ଅସମ୍ଭବ l ଏହି ଭଳି ସ୍ଥାନରେ ନିଆ ଲାଗିଲେ ଭରି ଅଡୁଆ l ହେଲେ ଲାଗିଲା ନିଆ ଆଉ ନିଆ ଲିଭାଇବାକୁ ଦମକଳ ଯିବା ମଧ୍ୟ କଷ୍ଟ…

ଭବାନୀପାଟଣା: ମେଡିକାଲ କଲେଜ ଓ ଡାକ୍ତରଖାନାରେ ନିଆଁ

କଳାହାଣ୍ଡି (କେନ୍ୟୁଜ): ମେଡିକାଲରେ ନିଆଁ । ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଲାଗିଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଏମସିଏଚ୍ କୋଠାର ଚତୁର୍ଥ ମହଲାରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗି ଧୂଆଁମୟ ହୋଇଯାଇଥିଲା ପୁରା ବିଲ୍ଡିଂ । ଫଳରେ…

ନିଆଁ ପୁଇଁବା ବେଳେ ଅଘଟଣ: ଶାଢ଼ିରେ ନିଆଁ ଲାଗି ମହିଳା ଗୁରୁତର

କାମାକ୍ଷାନଗର (କେନ୍ୟୁଜ): ନିଆଁ ପୁଇଁବା ବେଳେ ଲୁଗାରେ ନିଆଁ ଲାଗି ଜଳିଗଲେ ମହିଳା। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଚାଉଳିଆଝରଣ ଗ୍ରାମରେ ଏପରି ଅଘଟଣ ଘଟିଛି। ଗୁରୁତର ମହିଳା ହେଲେ ଗୌରି ସୋରେନ। ସୂଚନା ମୁତାବକ ଆଜି ଭୋର ସମୟରେ ଗୌରି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଘର…