ରାଜସ୍ଥାନ ଜୟପୁରରେ ଭୟଙ୍କର ଦୁର୍ଘଟଣା ; ୫ ମୃତ, ଅନେକ ଆହତ
ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଶୁକ୍ରବାର ଦିନ ଜୟପୁରର ଏକ ଘରୋଇ ସ୍କୁଲ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ଘଟିଛି । ସିଏନଜି ଗ୍ୟାସରେ ଭର୍ତ୍ତି ଏକ ଟ୍ୟାଙ୍କର୍ ବିସ୍ଫୋରଣ ହୋଇଥିଲା । ଅନେକ ଲୋକ ଓ ଗାଡି ପୋଡି ପାଉଁଶ ହୋଇଯାଇଛି । ଅଜମେର…