Browsing Tag

fire at southern Taiwan

ତାଇୱାନ: ବିଲଡିଂରେ ଭୟଙ୍କର ନିଆଁ ଲାଗି ୪୬ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ : ଆଜି ଦକ୍ଷିଣ ତାଇୱାନର ୟାନଚେଙ୍ଗ ଜିଲ୍ଲାର କାଓହସିଙ୍ଗ ସହରରେ ଅବସ୍ଥିତ ୧୩ ମହଲା ବିଶିଷ୍ଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ହେବାରୁ ୪୬ ଜଣଙ୍କ ମୃତ୍ୟୁ ହୋଇଛି। ସମୟ ୨ଟା ୫୪ ମିନିଟ ସମୟରେ ଏଭଳି ଘଟଣା ଘଟିଥିବା ଦେଶର ସରକାରୀ କେନ୍ଦ୍ରୀୟ ନ୍ୟୁଜ ଏଜେନ୍ସି…