Browsing Tag

fire break out

ଗ୍ରେଟର ନୋଏଡା: ଥାନା ପରିସରରେ ଫାଟିଲା ଟ୍ରାନ୍ସଫର୍ମର, ଭୀଷଣ ନିଆଁରେ ଜଳି ପାଉଁଶ ହେଲା ୧୦୦ରୁ ଊର୍ଦ୍ଧ୍ୱ ଗାଡ଼ି

ଗ୍ରେଟର ନୋଏଡାର କାସନା କୋତଓ୍ଵାଲି ଥାନା ପରିସରରେ ସ୍ଥାପିତ ଏକ ଟ୍ରାନ୍ସଫର୍ମରରେ ଗତକାଲି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ଏଥିରୁ ନିଆଁ ଲାଗି ସେଠାରେ ଥିବା ୧୦୦ରୁ ଊର୍ଦ୍ଧ୍ୱ ଗାଡ଼ି ଜଳି ପାଉଁଶ ହୋଇଯାଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି କ୍ଷଣ ମଧ୍ୟରେ ଏହା ଥାନା…

ଭୀଷଣ ନିଆଁ କବଳରେ ରାୟପୁରର ବିଦ୍ୟୁତ୍‌ କାର୍ଯ୍ୟାଳୟ, ୧୫୦୦ ଟ୍ରାନ୍ସଫର୍ମର ଜଳି ପାଉଁଶ

ଛତିଶଗଡ ରାଜଧାନୀ ରାୟପୁରରେ ଶୁକ୍ରବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ବିଦ୍ୟୁତ ବିଭାଗର ସବ୍‌-ଡିଭିଜନ ଅଫିସ୍‌ରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଏତେ ଭୟାବହ ରହିଛି ଯେ ଅନେକ କିଲୋମିଟର ଦୂର ପର୍ଯ୍ୟନ୍ତ ଧୂଆଁ ଉଠୁଥିବାର ଦେଖାଯାଉଛି । ଏପଟେ ଜୋରଦାର ବିସ୍ଫୋରଣ ସହିତ ନିଆଁ…

ଗ୍ରେଟର ନୋଏଡା: ଗୌର ସିଟିର ୧୬ ଆଭେନ୍ୟୁରେ ଭୟାବହ ଅଗ୍ନିକାଣ୍ଡ, ଚାଲିଛି ଉଦ୍ଧାର କାର୍ଯ୍ୟ

ଗ୍ରେଟର ନୋଏଡା ଏକ୍ସଟେନ୍ସନ୍‌ସ୍ଥିତ ଏକ ବହୁତଳ ଅଟ୍ଟାଳିଆରେ ଗୁରୁବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିିଛି । ଏଠାରେ ଗୌର ସିଟି-୨ର ୧୬ ଆଭେନ୍ୟୁରେ ଭୀଷଣ ନିଆଁ ଲାଗିଛି । ନିଆଁ ପ୍ରଥମେ ଗୋଟିଏ ଫ୍ଲାଟ୍‌ରେ ଲାଗିଥିଲା, ପରେ ଅନ୍ୟ ଫ୍ଲାଟ୍‌କୁ ବ୍ୟାପିଯାଇଥିଲା । ଦୁଇଟି ଫ୍ଲାଟ୍‌ରେ ନିଆଁ…

ନାସିକର ଫ୍ୟାକ୍ଟ୍ରିରେ ଲାଗିଲା ଭୟଙ୍କର ନିଆଁ, ୬ ଦମକଳ ଗାଡ଼ି ନିୟୋଜିତ

ମହାରାଷ୍ଟ୍ରର ନାସିକ ଜିଲ୍ଲାର ସିନ୍ନର ଶିଳ୍ପାଞ୍ଚଳରେ ଥିବା ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରୁ ଏକ ଛାତିଥରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ବଡ଼ ବଡ଼ ନିଆଁ ହୁଳା ଆକାଶକୁ ଉଠୁଥିବାର ଦେଖାଯାଉଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ…

ଦିଲ୍ଲୀ ଶାହଦରାରେ ଥିବା ବିଲିଡିଂରେ ନିଆଁ: ୪ ମୃତ, ୨ ଗୁରୁତର

ଦିଲ୍ଲୀର ଶାହଦରା ଅଞ୍ଚଳରେ ବିଲିଡିଂରେ ନିଆଁ ଲାଗିବା ଯୋଗୁଁ ୯ ମାସର ଶିଶୁ ସମେତ ୪ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ ମୁତାବକ, ମୃତକଙ୍କ ପରିଚୟ ମିଳିଛି । ଦିଲ୍ଲୀ ଫାୟାର ସର୍ଭିସର ନିର୍ଦ୍ଦେଶକ ଅତୁଲ ଗର୍ଗ…

ଦିଲ୍ଲୀ: ଶାହଦରା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ, ଘର ଭିତରେ ୫ ଜଣ ଫସି ରହିଥିବା ଆଶଙ୍କା

ରାଜଧାନୀ ଦିଲ୍ଲୀର ଶାହଦରା ଅଞ୍ଚଳରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘର ଭିତରେ ୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳକୁ ୫ଟି ଅଗ୍ନିଶମ ଗାଡ଼ି ପଠାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ଏହା ପୂର୍ବରୁ ଗତ…

ଦିଲ୍ଲୀ କବୀର ନଗରରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୫ଟି ବାଇକ୍, ଜଣେ ଗୁରୁତର

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର କବୀର ନଗରରେ ଭୟାବହ ଅଗ୍ନିକାଣ୍ଡ । ୫ ମହଲା ବଶିଷ୍ଟ ଏକ କୋଠାରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ବୁଧବାର ସକାଳେ ହଠାତ୍ କୋଠାରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ ଏକ ୫ବର୍ଷର କୁନି ଝିଅଟି ନିଆଁରେ ପୋଡି ଗୁରୁତର ଆହତ ହୋଇଥିବା ଜଣାପଡିଛି।…

ଅଗ୍ନିକାଣ୍ଡରେ ୩ ବଖରା ଘର ଭସ୍ମୀଭୂତ, ବହୁ ସଂଖ୍ୟାର ଆସବାବପତ୍ର ପୋଡି ନଷ୍ଟ

ଟାଙ୍ଗୀ(କେନ୍ୟୁଜ୍): ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନୀଳାଦ୍ରିପ୍ରସାଦ ଗ୍ରାମ ପଞ୍ଚାୟତର ମାଳୁଆଝୋଲା ଗ୍ରାମରେ ଅଗ୍ନିକାଣ୍ଡ । ତେବେ ଏହି  ଅଗ୍ନିକାଣ୍ଡରେ ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଅଳ୍ପ ପରିମାଣରେ ନିଆଁକୁ ଆୟତ…

ମାଳଦ୍ୱୀପରେ ବଡ଼ ଦୁର୍ଘଟଣା! ବିଲ୍ଡିଂରେ ନିଆଁ ଲାଗି ୯ ଭାରତୀୟଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

ମାଲଦ୍ୱୀପର ରାଜଧାନୀ ମାଲେରେ ଏକ ବିଲ୍ଡିଂରେ ନିଅାଁ ଲାଗି ୧୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ବିଲ୍ଡିଂରେ ବିଦେଶୀ ଶ୍ରମିକମାନେ ରହୁଥିଲେ। ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର୍‌ରେ ଥିବା କାର୍‌ ରିପେୟାରିଂ ଗ୍ୟାରେଜ୍‌ରେ ପ୍ରଥମେ ନିଅାଁ ଲାଗିଥିଲା। ଘଟଣାରେ ୯ ଭାରତୀୟଙ୍କ ସହ ଜଣେ ବାଂଲାଦେଶୀ…

ରୁର୍‌କୀରେ ଚିତ୍ରାଙ୍କନ ସାମଗ୍ରୀ ତିଆରି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୬୫ ବର୍ଷୀୟ ଚୌକିଦାର ଜୀବନ୍ତ ଦଗ୍ଧ

ଉତ୍ତରାଖଣ୍ଡର ରୁର୍‌କୀରେ ବୁଧବାର ବିଳମ୍ବିତ ରାତିରେ ଏକ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ କାବୁ କରିଥିଲେ। କିନ୍ତୁ ଏହି ସମୟରେ ନିଆଁ ସଂସ୍ପର୍ଶରେ ଆସି ୬୫ ବର୍ଷୀୟ ଚୌକିଦାର ଆୟୁବ ଜୀବନ୍ତ ଦଗ୍ଧ…

ଆନ୍ଧ୍ର ପ୍ରଦେଶରେ ଦୁଃଖଦ ଦୁର୍ଘଟଣା! କ୍ଲିନିକ୍‌ରେ ଲାଗିଗଲା ନିଆଁ; ଡାକ୍ତରଙ୍କ ସହ ଚାଲିଗଲା ଦୁଇ ପୁଅ, ଝିଅଙ୍କ ଜୀବନ

ଆନ୍ଧ୍ର ପ୍ରଦେଶର ତିରୁପତି ନିକଟ ଭଗତ ସିଂ ନଗରରେ ରବିବାର ସକାଳେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ଏକ ତିନି ମହଲା ବିଲ୍ଡିଂରେ ନିଆଁ ଲାଗି ଯାଇଥିଲା, ଯାହା ସଂସ୍ପର୍ଶରେ ଆସି ଜଣେ ଡାକ୍ତରଙ୍କ ସହ ତାଙ୍କ ପୁଅ, ଝିଅଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନ୍ୟ ୨ ଜଣ ଗୁରୁତର ଭାବରେ ଜଳି…

ଲକ୍ଷ୍ନୌ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ୨ ଜଣଙ୍କ ମୃତ୍ୟୁ! ଆହତମାନଙ୍କୁ ଭେଟିବା ପାଇଁ ହସ୍ପିଟାଲ ପହଞ୍ଚିଲେ…

ଲକ୍ଷ୍ନୌର ହଜରତଗଞ୍ଜ ଅଞ୍ଚଳର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଅନେକ କୋଠରୀକୁ ନିଆଁ ବ୍ୟାପି ଯିବା ଫଳରେ ପୂରା ହୋଟେଲ ଧୂଅାଁମୟ ହୋଇ ଯାଇଛି। କୁହାଯାଉଛି କି, ହୋଟେଲରେ ଅନେକ ଲୋକ ଫସି ରହିଛନ୍ତି। ନିଆଁକୁ କାବୁ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଅନେକ ଗାଡ଼ି…