Fire breaks out : ଛତ୍ରପୁର କେଶପୁର ପରିବା ବଜାରରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ସମ୍ପୂର୍ଣ୍ଣ…
ଛତ୍ରପୁର: ଛତ୍ରପୁର କେଶପୁର ପରିବା ବଜାରରେ ଅଗ୍ନିକାଣ୍ଡ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କେଶପୁର ପରିବା ବଜାରରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଜଳି ପାଉଁଶ ହୋଇଯାଇଛି ୪ଟି ଗ୍ରୋସରୀ ଲକ୍ଷାଧିକ ଟଙ୍କାର ରାସନ ସାମଗ୍ରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର…