Browsing Tag

fire broke out

ଦିଲ୍ଳୀରେ ଭୀଷଣ ଅଗ୍ନିକାଣ୍ଡ ; ୨ ମୃତ

ଦିଲ୍ଳୀ : ଦିଲ୍ଳୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ୨ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଗୋଟିଏ ରିକ୍ସା ଏବଂ ବାଇକ ଜଳି ପୋଡି ପାଉଁଶ ହୋଇଯାଇଛି । ମୃତକଙ୍କ ମଧ୍ୟରେ ଜଣେ ୨୪ ବର୍ଷୀୟ ଯୁବକ ଏବଂ ଜଣେ ୬୦ ବର୍ଷୀୟ ବୃଦ୍ଧ ଥିବା ଜଣାପଡିଛି । ଇ-ରିକ୍ସା ଚାର୍ଜିଂ କାରଣରୁ…

ରେୱାଡିର ହିରୋ କମ୍ପାନୀ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟଣା, ୭ଜଣ ଆହତ ଥିବାବେଳେ ଜଣେ ନିଖୋଜ

ହରିୟାଣା ରେୱାଡିରେ ଭୟାବହ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ବିଳମ୍ବିତ ରାତିରେ ରେୱାଡି  ଜିଲ୍ଲା ସ୍ଥିତ ହିରୋ ମାଟୋକାର୍ପର ଏକ୍ସେଟେନସନ୍ ବିଲଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୭ ଜଣ ଶ୍ରମିକ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡରେ ଆଉ ଜଣେ ଶ୍ରମିକ ନିଖୋଜ…

ଗାଜିଆବାଦରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡି ପାଉଁଶ

ଗାଜିଆବାଦ ନନ୍ଦଗ୍ରାମ ଥାନା ଅନ୍ତର୍ଗତ ଏକ ମଦ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ  ଘଟିଛି  । ଅଗ୍ନିକାଣ୍ଡରେ ସମସ୍ତ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।…

ଦକ୍ଷିଣ କୋରିଆର ୨୦ରୁ ଊର୍ଦ୍ଧ୍ବ ଜଙ୍ଗଲରେ ଲାଗିଛି ନିଆଁ… ବିପର୍ଯ୍ୟୟ ଅଞ୍ଚଳ ଘୋଷଣା କଲେ ସରକାର

 ଦକ୍ଷିଣ କୋରିଆ : ଆମେରିକା ପରେ ଏବେ ଦକ୍ଷିଣ କୋରିଆର ଜଙ୍ଗଲରେ ନିଆଁ ଲାଗିଛି । ଦକ୍ଷିଣ କୋରିଆର୨୦ରୁ ଅଧିକ ସ୍ଥାନର ଜଙ୍ଗଲ ଏବେ ନିଆଁ କବଳରେ ରହିଛି  ।  ଏଥିମଧ୍ୟରୁ ଦକ୍ଷିଣ-ପୂର୍ବ କୋରିଆ ଉପଦ୍ୱୀପରେ ବ୍ୟାପିଥିବା ନିଆଁ ପରିସ୍ଥିତିକୁ ଜଟିଳ କରିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ଦୁଇଜଣ…

ଦିଲ୍ଲୀ ଦ୍ବାରିକାରେ ଭୟଙ୍କର ଅଗ୍ନିକାଣ୍ଡ, ୩୦ ଘର ସହିତ ୨ଟି ଫ୍ୟାକ୍ଟ୍ରି ପୋଡ଼ି ଛାରଖାର

ଦିଲ୍ଲୀର ଦ୍ବାରିକା ମୋଡ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୩୦ଟି ଝୁମ୍ପୁଡି ଘର, ୨ଟି ଫ୍ୟାକ୍ଟ୍ରି ଏବଂ ଆଖପାଖରେ ଥିବା ଦୋକାନ ପୋଡି ଜଳି ପାଉଁଶ ହୋଇଯାଇଛି ।  ଅଗ୍ନିକାଣ୍ଡ ପାଇଁ ଅନେକ କ୍ଷୟକ୍ଷତି ହୋଇଛି ।  ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି…

ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ୩୦ ମିନିଟ ପରେ ଛାଡିଲା ଟ୍ରେନ

ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ । ମଞ୍ଚେଶ୍ୱର ରେଳଷ୍ଟେସନରେ ଅଟକିଲା ଟ୍ରେନ । ସି ୧ ଏସି କୋଚ୍‌ର ତଳ ଭାଗରେ ନିଆଁ ଲାଗିଥିଲା । ପ୍ରବଳ ଧୂଆଁ ବାହାରିବାରୁ ଟ୍ରେନ୍‌କୁ ଅଟକାଇ ନିଆଁକୁ ଆୟତ୍ତ କରାଯାଇଥିଲା । ପ୍ରାୟ ୩୦ମିନିଟ ପରେ ଟ୍ରେନ ଛାଡିଥିବା ସୂଚନା…

ବଲିଉଡ୍ ସିଙ୍ଗର ଶାନଙ୍କ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ବୃଦ୍ଧ ମହିଳା ଗୁରୁତର, ୧୦ ଦମକଳ ଗାଡ଼ି ଲିଭାଇଲେ ନିଆଁ

ବଲିଉଡର ଲୋକପ୍ରିୟ ସିଙ୍ଗର ଶାନଙ୍କ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସୋମବାର ବିଳମ୍ବିତ ରାତିରେ ମୁମ୍ବାଇର ବାନ୍ଦ୍ରା ପଶ୍ଚିମ ଅଞ୍ଚଳରେ ଥିବା ଏହି ବିଲ୍ଡିଂରେ ହଠାତ୍ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସର୍ଟ ସର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଛି ।…

ଝାରସୁଗୁଡାରେ ଏକ ପ୍ଲାଷ୍ଟିକ ସ୍କ୍ରାପ୍ ଗୋଦାମରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଅନୁମାନ

ଝାରସୁଗୁଡା: ଝାରସୁଗୁଡା ସଦର ଥାନ ବେହେରାପାଟରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଏକ ପ୍ଲାଷ୍ଟିକ ସ୍କ୍ରାପ୍ ଗୋଦାମରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆଁକୁ ଆୟତ…

ଭୁବନେଶ୍ୱର ବଡ଼ଗଡ଼ ସ୍ଥିତ କପଡ଼ା ଗୋଦାମରେ ନିଆଁ, ୨୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବଡଗଡରେ ଥିବା ଏକ କପଡା ଗୋଦାମରେ  ଅଗ୍ନିକାଣ୍ଡ ଘଟିଛି  ।  ଏଥିରେ ପ୍ରାୟ ୨୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି । ସର୍ଟ ସର୍କିଟ୍‌ରୁ ନିଆଁ ଲାଗି ଥିବା ପ୍ରାଥମିକ ତଦନ୍ତରୁୁ ଜଣାପଡିଛି ।  ମାଲିକଙ୍କ ମାର୍କେଟ୍‌ ବିଲ୍ଡିଂରେ…

ବିଳମ୍ବିତ ରାତିରେ ଫାଷ୍ଟ ଫୁଡ ଦୋକାନରେ ଲାଗିଲା ନିଆଁ ,ତଦନ୍ତ କରୁଛି ପୋଲିସ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟଂ। ଛକରେ ବିଳମ୍ବିତ ରାତି ପ୍ରାୟ ୧୨ଟା ପରେ ହଠାତ ନିଆଁ ଲାଗି ଗୋଟିଏ ଫାଷ୍ଟ ଫୁଡ ଦୋକାନ ଏବଂ ଗୋଟିଏ କ୍ୟାବିନ ସମ୍ପୂର୍ଣ୍ଣ ଜଳି ଯାଇଛି  । ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଖବର ପାଇଲା ପରେ ପୋଲିସ…

ଦିଲ୍ଲୀ: ଶାହଦରା ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ, ମାଆ-ପୁଅ ଜୀବନ୍ତ ଦଗ୍ଧ, ୪ ଗୁରୁତର

ଦିଲ୍ଲୀର ଶାହଦରା ଅଞ୍ଚଳରେ ଶୁକ୍ରବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଠାରେ ଏକ ଘରେ ନିଆଁ ଲାଗି ମାଆ ଓ ପୁଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ପରିବାରର ଅନ୍ୟ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦମକଳ ବିଭାଗ ଅନୁସାରେ, ଆଜି ସକାଳ ୫ଟା ୨୪ ମିନିଟ୍‌ରେ ନିଆଁ ଲାଗିଥିବା ନେଇ ସୂଚନା…

ପଟିଆ ଛକ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ଲାଗିଛି ନିଆଁ, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ

ଭୁବନେଶ୍ବର (କେନ୍ୟୁଜ):  ଆପାର୍ଟମେଣ୍ଟରେ ନିଆଁ । ଭୁବନେଶ୍ବର ପଟିଆ ଛକ ସ୍ଥିତ ଏକ ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ ଲାଗିଛି । ଆପାର୍ଟମେଣ୍ଟର ୭ମ ମହଲାରେ ଲାଗିଛି ନିଆଁ । ସାଇଡ ରୁମରେ ଦୁଇ ଦମ୍ପତ୍ତି ଫସି ରହିଛନ୍ତି ।  ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦମ୍ପତ୍ତିଙ୍କୁ ସୁରକ୍ଷିତ…