Browsing Tag

fire broke out

ମହାକାଳ ମନ୍ଦିରରେ ଲାଗିଲା ନିଆଁ, ମୁଖ୍ୟ ପୂଜକଙ୍କ ସମେତ ୧୩ ଆହତ

ମଧ୍ୟପ୍ରଦେଶର ଉଜୈନ ସହରରେ ଥିବା ମହାକାଳେଶ୍ୱର ମନ୍ଦିରରେ ହୋଇଛି ବଡ଼ ଧରଣର ଦୁର୍ଘଟଣା । ଗର୍ଭଗୃହରେ ଭସ୍ମ ଆଳତି ହେଉଥିବା ସମୟରେ ଲାଗିଲା ନିଆଁ । ତେବେ ହୋଲିଥିବାରୁ ଭକ୍ତମାନେ ରଙ୍ଗ ଉଡ଼ାଉଥିଲେ ଏହି ସମୟରେ ନିଆଁ ବ୍ୟାପି ଯାଇଥିଲା । ଏହି ଦୁର୍ଘଟଣାରେ ୧୩ ଜଣ ନିଆଁରେ ଆହତ ହୋଇଥିବା ସୂଚନା…

ମୁମ୍ବାଇ-ଗୋରଖପୁର ଗୋଦାନ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ, ଧୁ ଧୁ ଜଳିଲା ବଗି

ପୁଣି ଟ୍ରେନ୍‌ରେ ଅଗ୍ନିକାଣ୍ଡ । ମୁମ୍ବାଇରୁ ଗୋରଖପୁର ଯାଉଥିବା ଗୋଦାନ ଏକ୍ସପ୍ରେସ୍‌ରେ ନିଆଁ ଲାଗିଛି । ଟ୍ରେନ୍‌ ମୁମ୍ବାଇ ଛାଡ଼ି ମହାରାଷ୍ଟ୍ରର ନାସିକ୍‌ ରୋଡ୍‌ ଷ୍ଟେସନ ନିକଟରେ ପହଞ୍ଚିଥିଲା । ଏହି ସମୟରେ ହଠାତ୍‌ ଟ୍ରେନ୍‌ରେ ନିଆଁ ଲାଗି ଯାଇଥିଲା । କୁହାଯାଉଛି ଯେ ଗୋଦାନ…

ସ୍କୁଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କେନ୍ଦ୍ରାପଡା (କେନ୍ୟୁଜ): ସ୍କୁଲରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ମନକରପୁର ପ୍ରାଥମିକ ବିଦ୍ୟାଳୟର ରୋଷେଇ ଘରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ୍ ଯୋଗୁ ନିଆଁ ଲାଗିଥିବା ସୂଚନା ରହିଛି। ରୋଷେଇ ଘରେ ଥିବା ରୋଷେଇ ସାମଗ୍ରୀ ଜଳିଗଲା । କୌଣସି…

ଦିଲ୍ଲୀ: କାଗଜ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭାରେ ନିୟୋଜିତ ୨୩ଟି ଦମକଳ ଗାଡ଼ି

ପୂର୍ବ ଦିଲ୍ଲୀର ମୟୂର ବିହାର ଫେଜ୍‌-୧ ଅଞ୍ଚଳରେ ରବିବାର ଏକ କାଗଜ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୋଦାମରେ ନିଆଁ ଲାଗିବା ବିଷୟରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଜଣେ ଅଗ୍ନିଶମ ଅଧିକାରୀ ଏହି ଘଟଣା ସମ୍ପର୍କରେ…

ମୁମ୍ବାଇ: ଲୋକମାନ୍ୟ ତିଳକ ଟର୍ମିନସ୍‌ ରେଲୱେ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ, ୧୦ ଅଗ୍ନିଶମ ଗାଡ଼ି ନିୟୋଜିତ

ମହାରାଷ୍ଟ୍ରର ମୁମ୍ବାଇସ୍ଥିତ ଲୋକମାନ୍ୟ ତିଳକ ଟର୍ମିନସ୍‌ ରେଲୱେ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଅଗ୍ନିଶମ ବିଭାଗର ୮ରୁ ୧୦ଟି ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ଅଛି। ଷ୍ଟେସନର ୱେଟିଂ ଏରିଆରେ ଥିବା ଟିକେଟ୍‌ ଆରକ୍ଷଣ କେନ୍ଦ୍ରର ଉପର ମହଲା ଜନ ଆହାର କ୍ୟାଣ୍ଟିନ୍‌ରେ ନିଆଁ…

ମୁମ୍ବାଇ: ୨୪ ମହଲା ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ୧୩୫ ଲୋକ ସୁରକ୍ଷିତ ଉଦ୍ଧାର

ମୁମ୍ବାଇରେ ଏକ ୨୪ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ପ୍ରଶାସନିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ୧୩୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ଅଗ୍ନିକାଣ୍ଡର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅଧିକାରୀ…

ହସ୍ପିଟାଲ ଔଷଧ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ମେଡିସିନ ପୋଡ଼ି ପାଉଁଶ

ବୌଦ୍ଧ (କେନ୍ୟୁଜ) : ମୁଖ୍ୟ ଚିକିତ୍ସାଳୟ ଔଷଧ ଗୋଦାମରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଲକ୍ଷାଧିକ ଟଙ୍କାର ମେଡିସିନ ପୋଡ଼ି ନଷ୍ଟ ହୋଇଥିବା ସୂଚନା। ବହୁ ମୂଲ୍ୟବାନ ଇଞ୍ଜେକସନ, ମେଡିସିନ ଏସି, ଡିପ ଫ୍ରିଜର ସହିତ ବହୁ ବିଦ୍ୟୁତ୍…

ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ, ହୁତୁ ହୁତୁ ଜଳିଲା ୩ ବଗି

ନୂଆଦିଲ୍ଲୀ-ଦରଭଙ୍ଗା କ୍ଲୋନ ସ୍ପେସାଲ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ । ହୁହୁ ହୋଇ ଜଳିଗଲା ଟ୍ରେନ। ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଉତ୍ତର ପ୍ରଦେଶର ସରାଇ-ଭୋପତ ଷ୍ଟେସନ ଅତିକ୍ରମ କଲା ବେଳେ S1କୋଚରେ ନିଆଁ ଲାଗି ଯାଇଥିଲା। ହୁତୁହୁତ ହୋଇ ଜଳିଥିଲା କୋଚ୍। ଷ୍ଟେସନ…

ମହାରାଷ୍ଟ୍ର: ଠାଣେରେ ଭୟାବହ ଅଗ୍ନିକାଣ୍ଡ, ସୂତା ଗୋଦାମ ସହ ଜଳି ପାଉଁଶ ହୋଇଗଲା ୧୬ଟି ଗାଡ଼ି

ମହାରାଷ୍ଟ୍ରର ଠାଣେରେ ଥିବା ଏକ ସୂତା ଗୋଦାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ରିପୋର୍ଟ ମୁତାବକ, ଠାଣେର ଭିୱାଣ୍ଡି…

ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ଯାନ ସୋ’ରୁମ୍‌, ପୋଡ଼ିଗଲା ୧୫ ଟି ବାଇକ୍

କଟକ (କେନ୍ୟୁଜ): କଟକ ଯୋବ୍ରା ଅଞ୍ଚଳରେ ଥିବା ଏହି ବାଇକ୍ ସୋରୁମରେ ଅଗ୍ନିକାଣ୍ଡ । ଗତକାଲି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା। ହୁତୁହୁତ ହୋଇ ଜଳି ଉଠିଥିବା ନିଆଁରେ ୧୫ ଟି ଇଲେକ୍ଟ୍ରି ଯାନ ପୋଡ଼ି ଯାଇଥିବା ସୂଚନା ମିଳିଛି। ତେବେ ନିଆଁକୁ ଆୟତ୍ତ କରିବାକୁ ୪ଟି ଅଗ୍ନିଶମ…

ମହାରାଷ୍ଟ୍ର: ଫ୍ଲାଏ ଓଭର୍‌ ଉପରେ କାର୍‌ରେ ଲାଗିଲା ଭୀଷଣ ନିଆଁ, ଚାହୁଁ ଚାହୁଁ ଜଳି ପାଉଁଶ ହୋଇଗଲା ଗାଡ଼ି

ମହାରାଷ୍ଟ୍ର ନାଗପୁରର ସୀତାବାଡ଼ି ଫ୍ଲାଏ ଓଭରରେ ଏକ କାର୍‌ ହୁତୁହୁତୁ ହୋଇ ଜଳିଯାଇଛି। ଜଳୁଥିବା ସମୟରେ କାରର ଏକ ଭିଡିଓ ସାମ୍ନାକୁ ଆସିଛି। ଆଦିବାସୀ ସହିଦ ଫ୍ଲାଏ ଓଭରରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏହି କାର୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଫଳରେ ଯାତ୍ରୀମାନେ ଭୟଭୀତ ହୋଇ…

ମହାରାଷ୍ଟ୍ର: ଡେମୁ ଟ୍ରେନ୍‌ର ୫ଟି ବଗିରେ ଲାଗିଲା ନିଆଁ

ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ୱାଲୁଞ୍ଜ ନିକଟରେ ଏକ ଡେମୁ ସ୍ୱତନ୍ତ୍ର ଟ୍ରେନ୍‌ (ଡିଜେଲ୍‌-ଇଲେକ୍ଟ୍ରିକ୍‌ ମଲ୍ଟିପଲ୍‌ ୟୁନିଟ୍‌)ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣା ସୋମବାର ଅପରାହ୍ନରେ ଅହମ୍ମଦନଗର ଏବଂ ନାରାୟଣପୁର ଷ୍ଟେସନ ମଧ୍ୟରେ ଘଟିଛି। ନିଆଁ ଲାଗିବା ପରେ ଯାତ୍ରୀମାନେ ଭୟଭୀତ…