ଭୋଗ ଦୋକାନରେ ନିଆଁ, ଜଳିଗଲା ୧୦ରୁ ଅଧିକ ଦୋକାନ
କେନ୍ଦୁଝର: ଭୋଗ ଦୋକାନରେ ନିଆଁ । ଜଳିଗଲା ୧୦ରୁ ଅଧିକ ଦୋକାନ । କେନ୍ଦୁଝର ଜିଲ୍ଲା ଘଟଗାଁ ମା ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗି ୧୦ରୁ ଅଧିକ ଦୋକାନ ଜଳିଯାଇଛି । ମନ୍ଦିରର ୨ ନମ୍ବର ଗେଟ୍ ନିକଟରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର…