Browsing Tag

fire cracker

କର୍ଣ୍ଣାଟକର ବାଣ ଗୋଦାମରେ ବିସ୍ଫୋରଣ, ୩ ମୃତ

କର୍ଣ୍ଣାଟକର ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଖବର ମୁତାବକ, ଦକ୍ଷିଣ କର୍ଣ୍ଣାଟକର ବେଲଥାନଗଡିର କୁକ୍କେଡି ଗାଁରେ ବାଣ ତିଆରି କରୁଥିବା ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା । ବାଣ ଗୋଦାମରେ…

ଭୁବନେଶ୍ୱରରେ ବାଣ ବିକ୍ରିକୁ ଗ୍ରୀନ ସିଗନାଲ, ବିଏମସି ପକ୍ଷରୁ ମିଳିଲା ଅନୁମତି

ଭୁବନେଶ୍ୱର (କେନ୍ୟୁଜ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ। ୨ ବର୍ଷର କୋଭିଡ କଟକଣା ପରେ ଚଳିତବର୍ଷ ସମସ୍ତେ ମିଳିମିଶି ପାଳନ କରିବେ ଦୀପାବାଳୀ ସେପଟେ ଦୀପାବଳୀରେ ବାଣ ବ୍ୟବସାୟ ହେବ। ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ଅନୁମତି। ବିଏମସିର ୩ ଟି ଯୋନର ଜୋନାଲଡେ଼ପୁଟି…

ଢେଙ୍କାନାଳ : ବାଣରୁ ନିଆଁ ଲାଗି ବିସ୍ଫୋରଣ, ୩ ଜଣ ଆହତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କୁମ୍ଭାର ସାହିରେ ଭୟାବହ ବିସ୍ଫୋରଣ । ବାଣରୁ ନିଆଁ ଲାଗି ବିସ୍ଫୋରଣ ହେବାରୁ ୩ ଜଣ ଆହତ ହୋଇଛନ୍ତି । ଏଥିରେ ଛାତଘରର କାନ୍ଥ ଭାଙ୍ଗି ଯାଇଥିବା ବେଳେ ଆଜବେଷ୍ଟ ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସୂଚନା ମୁତାବକ, କୁମ୍ଭାର ସାହିର ଦିନୋଜ ସାହୁଙ୍କ…